ବିହାରରେ ବୋଟ୍ ବୁଡ଼ି ୪ ମୃତ, ୧୪ ନିଖୋଜ
ପାଟନା : ବିହାରର ଛାପ୍ରାରେ ଆଜି ସନ୍ଧ୍ୟାରେ ଏକ ବୋଟ୍ ବୁଡ଼ିଯାଇ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ୧୪ ଜଣ ନିଖୋଜ ହୋଇଯାଇଛନ୍ତି। ମାଂଝିର ମତିୟାର ଘାଟ ନିକଟସ୍ଥ ସରଯୁ ନଦୀରେ ଆଜି ଏକ ବୋଟ୍ ଓଲଟି ପଡ଼ିବା ଫଳରେ ପ୍ରାୟ ୧୮ ଜଣ ନିଖୋଜ ହୋଇଯାଇଥିଲେ। ଖବର ପାଇ ଛାପ୍ରା ଏସପି ଏବଂ ଜିଲ୍ଲାପାଳଙ୍କ ସମେତ ଅନ୍ୟ ବରିଷ୍ଠ କର୍ତ୍ତୃପକ୍ଷମାନେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ୍ କରିଥିଲେ। ୪ ଜଣଙ୍କ ଶବ ମିଳିଥିବାବେଳେ ୧୪ […]
ପାଟନା : ବିହାରର ଛାପ୍ରାରେ ଆଜି ସନ୍ଧ୍ୟାରେ ଏକ ବୋଟ୍ ବୁଡ଼ିଯାଇ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ୧୪ ଜଣ ନିଖୋଜ ହୋଇଯାଇଛନ୍ତି। ମାଂଝିର ମତିୟାର ଘାଟ ନିକଟସ୍ଥ ସରଯୁ ନଦୀରେ ଆଜି ଏକ ବୋଟ୍ ଓଲଟି ପଡ଼ିବା ଫଳରେ ପ୍ରାୟ ୧୮ ଜଣ ନିଖୋଜ ହୋଇଯାଇଥିଲେ। ଖବର ପାଇ ଛାପ୍ରା ଏସପି ଏବଂ ଜିଲ୍ଲାପାଳଙ୍କ ସମେତ ଅନ୍ୟ ବରିଷ୍ଠ କର୍ତ୍ତୃପକ୍ଷମାନେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ୍ କରିଥିଲେ। ୪ ଜଣଙ୍କ ଶବ ମିଳିଥିବାବେଳେ ୧୪ ଜଣଙ୍କର କିଛି ପତ୍ତା ମିଳୁନି।
Tags:




