ବିଜେପି ସାଂସଦ ରତନ ଲାଲ୍ କାଟାରିଆଙ୍କ ପରଲୋକ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ବିଜେପିର ଅମ୍ବାଲା ସାଂସଦ ରତନ ଲାଲ୍ କାଟାରିଆଙ୍କର ଆଜି ୭୧ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ଦିନର ଅସୁସ୍ଥତା ପରେ କାଟାରିଆଙ୍କ ମୃତ୍ୟୁ ହୋଇଛି। ଅସୁସ୍ଥତା ପାଇଁ କାଟାରିଆ ପିଜିଆଇଏମ୍ଇଆରରେ ଭର୍ତ୍ତି ହୋଇଥିଲେ। ମାସେ ହେବ ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ଆଜି ଭୋର ୩.୩୦ ସମୟରେ ତାଙ୍କର ପରଲୋକ ଘଟିଛି। କାଟାରିଆଙ୍କର ପତ୍ନୀ, ୨ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି।

Samaya Live Picture
Published On

Tags: