ବନ୍ୟା କ୍ଷତିଗ୍ରସ୍ତ ୫ ରାଜ୍ୟକୁ ସ୍ୱତନ୍ତ୍ର ସହାୟତା ଘୋଷଣା

ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଆଜି ଉପସ୍ଥାପନ କରାଯାଇଛି। ଚଳିତ ସାଧାରଣ ବଜେଟ୍‌ରେ ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟ ପାଇଁ ସ୍ୱତନ୍ତ୍ର ସହାୟତା ରାଶି ଘୋଷଣା ହୋଇଛି। ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟି ମିଳିବ। ସେହିପରି ନେପାଳରେ ବନ୍ୟା ନିୟନ୍ତ୍ରଣ ସଂରଚନା ନିର୍ମାଣ ପାଇଁ ଯୋଜନା ଏପର୍ଯ୍ୟନ୍ତ ଅଗ୍ରଗତି ହୋଇନାହିଁ। ଆନୁମାନିକ ୧୧.୫୦୦ କୋଟି ଟଙ୍କା ବ୍ୟୟରେ କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ। […]

Samaya Live Picture
Published On

ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଆଜି ଉପସ୍ଥାପନ କରାଯାଇଛି। ଚଳିତ ସାଧାରଣ ବଜେଟ୍‌ରେ ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟ ପାଇଁ ସ୍ୱତନ୍ତ୍ର ସହାୟତା ରାଶି ଘୋଷଣା ହୋଇଛି। ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟି ମିଳିବ। ସେହିପରି ନେପାଳରେ ବନ୍ୟା ନିୟନ୍ତ୍ରଣ ସଂରଚନା ନିର୍ମାଣ ପାଇଁ ଯୋଜନା ଏପର୍ଯ୍ୟନ୍ତ ଅଗ୍ରଗତି ହୋଇନାହିଁ। ଆନୁମାନିକ ୧୧.୫୦୦ କୋଟି ଟଙ୍କା ବ୍ୟୟରେ କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ। ପ୍ରତିବର୍ଷ ଆସାମରେ ବନ୍ୟା ପରିସ୍ଥିତି ଉପୁଜୁଛି। ଏହାର ପରିଚାଳନା ଏବଂ ଆନୁଷଙ୍ଗିକ ପ୍ରକଳ୍ପ ପାଇଁ ସହାୟତା ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।

Tags: