ପଶ୍ଚିମବଙ୍ଗରେ ଝଡ଼ବର୍ଷା ହୋଇ ୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଉତ୍ତର ପଶ୍ଚିମବଙ୍ଗର ଜଲପାଇଗୁଡ଼ି ଜିଲ୍ଲାର ବିଭିନ୍ନ ଅଂଶରେ ଆଜି ପ୍ରବଳ ଝଡ଼ବର୍ଷା ହୋଇ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ପ୍ରାୟ ୭୦ ଜଣ ଆହତ ହୋଇଛନ୍ତି। ଝଡ଼ବର୍ଷାରେ ଅନେକ ଘରଦ୍ବାର ଭାଙ୍ଗି ଯାଇଛି ଏବଂ ଗଛ ଓ ଇଲେକ୍ଟ୍ରିକ ଖୁଣ୍ଟି ଉପୁଡ଼ି ଯାଇଛି। ଅଧିକାଂଶ ପ୍ରଭାବିତ ଅଞ୍ଚଳ ଗୁଡ଼ିକ ହେଉଛି ରାଜରହାଟ, ବାରନିଶ, ବକାଲି, ଜୋରପାକଡ଼ି, ମାଧବଦଙ୍ଗ ଏବଂ ସପ୍ତିବାରି। ମୃତକମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନେ ହେଉଛନ୍ତି ଦିଜେନ୍ଦ୍ର ନାରାୟଣ ସରକାରଳ(୫୨), […]

Samaya Live Picture
Published On

ନୂଆଦିଲ୍ଲୀ : ଉତ୍ତର ପଶ୍ଚିମବଙ୍ଗର ଜଲପାଇଗୁଡ଼ି ଜିଲ୍ଲାର ବିଭିନ୍ନ ଅଂଶରେ ଆଜି ପ୍ରବଳ ଝଡ଼ବର୍ଷା ହୋଇ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ପ୍ରାୟ ୭୦ ଜଣ ଆହତ ହୋଇଛନ୍ତି। ଝଡ଼ବର୍ଷାରେ ଅନେକ ଘରଦ୍ବାର ଭାଙ୍ଗି ଯାଇଛି ଏବଂ ଗଛ ଓ ଇଲେକ୍ଟ୍ରିକ ଖୁଣ୍ଟି ଉପୁଡ଼ି ଯାଇଛି। ଅଧିକାଂଶ ପ୍ରଭାବିତ ଅଞ୍ଚଳ ଗୁଡ଼ିକ ହେଉଛି ରାଜରହାଟ, ବାରନିଶ, ବକାଲି, ଜୋରପାକଡ଼ି, ମାଧବଦଙ୍ଗ ଏବଂ ସପ୍ତିବାରି। ମୃତକମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନେ ହେଉଛନ୍ତି ଦିଜେନ୍ଦ୍ର ନାରାୟଣ ସରକାରଳ(୫୨), ଅନିମା ବର୍ମଣ (୪୫), ଜାଗେନ ରୟ (୭୨) ଏବଂ ସମର ରାୟ। ଅନେକ ଆହତଙ୍କୁ ଏବେ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

Tags: