ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ୍ ପାକିସ୍ତାନରେ ନିହତ
ଇସଲାମାବାଦ : ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ୍ ଏବଂ ଭାରତର ମୋଷ୍ଟ୍ ୱାଣ୍ଟେଡ ଆତଙ୍କବାଦୀ ଶାହିଦ ଲତିଫ ପାକିସ୍ତାନରେ ଗୁଳିମାଡ଼ର ଶିକାର ହୋଇ ନିହତ ହୋଇଛି। ଜଣେ ଅଜଣା ଆକ୍ରମଣକାରୀର ଗୁଳିମାଡ଼ରେ ଲତିଫ ନିହତ ହୋଇଛି। ୪୧ ବର୍ଷୀୟ ଲତିଫ ହେଉଛି ଜେଇଏମ୍ (ଜୈସ ଏ ମହମ୍ମଦ) ଆତଙ୍କବାଦୀ ଗୋଷ୍ଠୀର ଜଣେ ସକ୍ରିୟ ସଦସ୍ୟ। ସେ ମଧ୍ୟ ୨୦୧୬ ଜାନୁଆରି ୨ରେ ହୋଇଥିବା ପଠାନକୋଟ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ। ସିଆଲକୋଟରୁ ସେ ଏହି ଆକ୍ରମଣ ଯୋଜନା କରିଥିଲା ଏବଂ […]
ଇସଲାମାବାଦ : ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ୍ ଏବଂ ଭାରତର ମୋଷ୍ଟ୍ ୱାଣ୍ଟେଡ ଆତଙ୍କବାଦୀ ଶାହିଦ ଲତିଫ ପାକିସ୍ତାନରେ ଗୁଳିମାଡ଼ର ଶିକାର ହୋଇ ନିହତ ହୋଇଛି। ଜଣେ ଅଜଣା ଆକ୍ରମଣକାରୀର ଗୁଳିମାଡ଼ରେ ଲତିଫ ନିହତ ହୋଇଛି। ୪୧ ବର୍ଷୀୟ ଲତିଫ ହେଉଛି ଜେଇଏମ୍ (ଜୈସ ଏ ମହମ୍ମଦ) ଆତଙ୍କବାଦୀ ଗୋଷ୍ଠୀର ଜଣେ ସକ୍ରିୟ ସଦସ୍ୟ। ସେ ମଧ୍ୟ ୨୦୧୬ ଜାନୁଆରି ୨ରେ ହୋଇଥିବା ପଠାନକୋଟ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ। ସିଆଲକୋଟରୁ ସେ ଏହି ଆକ୍ରମଣ ଯୋଜନା କରିଥିଲା ଏବଂ ୪ ଆତଙ୍କବାଦୀଙ୍କୁ ପଠାନକୋଟ ପଠାଇ ଏହାକୁ କାର୍ଯ୍ୟକାରୀ କରିଥିଲା।




