ନ୍ୟୁ ଇୟର ଉତ୍ସବ ପୂର୍ବରୁ ବିସ୍ଫୋରଣ ଧମକ, ମୁମ୍ବାଇରେ ହାଇ ଆଲର୍ଟ
ନୂଆଦିଲ୍ଲୀ : ନୂଆବର୍ଷ ଉତ୍ସବ ପୂର୍ବରୁ ମୁମ୍ବାଇରେ ବିସ୍ଫୋରଣ ପାଇଁ ଧମକ ମିଳିଛି। ଶନିବାର ସନ୍ଧ୍ୟା ୬ଟା ସମୟରେ ମୁମ୍ବାଇ ପୁଲିସ କଣ୍ଟ୍ରୋଲ ରୁମକୁ ମୁମ୍ବାଇରେ ବିସ୍ଫୋରଣ ପାଇଁ ଫୋନ୍କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ଦାବି କରିଥିଲା ଯେ ମୁମ୍ବାଇରେ ବିସ୍ଫୋରଣ ହେବ। ଏହି ଫୋନ୍ କଲ୍ ପାଇବା ପରେ ମୁମ୍ବାଇରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। କଲ୍ କରିଥିବାକ ବ୍ୟକ୍ତିକୁ ପୁଲିସ ଖୋଜିବାକୁ ଚେଷ୍ଟା କରୁଛି। ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।