ନେପାଳ ବନ୍ୟାରେ ୧୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ନେପାଳରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଏବଂ ବନ୍ୟା ହୋଇ ୧୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ନେପାଳ ଗୃହ ମନ୍ତ୍ରାଳୟ ଅନୁଯାୟୀ ୧୪ ମୃତକଙ୍କ ମଧ୍ୟରୁ ୮ ଜଣଙ୍କର ଭୂସ୍ଖଳନରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୫ ଜଣଙ୍କର ବଜ୍ରପାତ ଏବଂ ବନ୍ୟାରେ ମୃତ୍ୟୁ ହୋଇଛି। ତେବେ ଏନ୍ଡିଆରଏମଏ (ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ପରିଚାଳନା କର୍ତ୍ତୃପକ୍ଷ) ସୂଚନା ଅନୁଯାୟୀ ବର୍ଷା ଓ ବନ୍ୟାରେ ୨୫ରୁ ଅଧିକ […]

Samaya Live Picture
Published On

ନୂଆଦିଲ୍ଲୀ : ନେପାଳରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଏବଂ ବନ୍ୟା ହୋଇ ୧୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ନେପାଳ ଗୃହ ମନ୍ତ୍ରାଳୟ ଅନୁଯାୟୀ ୧୪ ମୃତକଙ୍କ ମଧ୍ୟରୁ ୮ ଜଣଙ୍କର ଭୂସ୍ଖଳନରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୫ ଜଣଙ୍କର ବଜ୍ରପାତ ଏବଂ ବନ୍ୟାରେ ମୃତ୍ୟୁ ହୋଇଛି। ତେବେ ଏନ୍ଡିଆରଏମଏ (ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ପରିଚାଳନା କର୍ତ୍ତୃପକ୍ଷ) ସୂଚନା ଅନୁଯାୟୀ ବର୍ଷା ଓ ବନ୍ୟାରେ ୨୫ରୁ ଅଧିକ ଗ୍ରାମ ପ୍ରଭାବିତ ହୋଇଛି। ରିପୋର୍ଟ ଅନୁଯାୟୀ ବୁଧବାର ଦିନ ସର୍ବାଧିକ ମୃତ୍ୟୁ ରେକର୍ଡ କରାଯାଇଛି।

Tags: