ନେପାଳରେ ୫.୬ ତୀବ୍ରତାର ଭୂକମ୍ପ , ଦିଲ୍ଲୀରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ : ନେପାଳରେ ଆଜି ଅପରାହ୍ନରେ ପୁଣିଥରେ ଭୂକମ୍ପ ହୋଇଛି। ୩ ଦିନ ମଧ୍ୟରେ ଏହା ନେପାଳରେ ଦ୍ବିତୀୟ ଭୂକମ୍ପ। ରିଚର ସ୍କେଲ୍ରେ ଭୂକମ୍ପର ତୀବ୍ରତା ୫.୬ ରହିଛି। ନେପାଳ ଭୂକମ୍ପ ପ୍ରଭାବରେ ଦିଲ୍ଲୀ ଏବଂ ଏହାର ଆଖପାଖ ସହରରେ ଭୂକମ୍ପର ଶକ୍ତ ଝଟ୍କା ଅନୁଭୂତ ହୋଇଛି। ଭୂକମ୍ପ ଝଟ୍କା ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ଉଲ୍ଲେଖଯୋଗ୍ୟ ଯେ ଗତ ସପ୍ତାହରେ ନେପାଳରେ ୬.୪ ତୀବ୍ରତାର ଭୂକମ୍ପ ଯୋଗୁଁ ୧୫୦ରୁ […]

Samaya Live Picture
Published On

ନୂଆଦିଲ୍ଲୀ : ନେପାଳରେ ଆଜି ଅପରାହ୍ନରେ ପୁଣିଥରେ ଭୂକମ୍ପ ହୋଇଛି। ୩ ଦିନ ମଧ୍ୟରେ ଏହା ନେପାଳରେ ଦ୍ବିତୀୟ ଭୂକମ୍ପ। ରିଚର ସ୍କେଲ୍ରେ ଭୂକମ୍ପର ତୀବ୍ରତା ୫.୬ ରହିଛି। ନେପାଳ ଭୂକମ୍ପ ପ୍ରଭାବରେ ଦିଲ୍ଲୀ ଏବଂ ଏହାର ଆଖପାଖ ସହରରେ ଭୂକମ୍ପର ଶକ୍ତ ଝଟ୍କା ଅନୁଭୂତ ହୋଇଛି। ଭୂକମ୍ପ ଝଟ୍କା ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ଉଲ୍ଲେଖଯୋଗ୍ୟ ଯେ ଗତ ସପ୍ତାହରେ ନେପାଳରେ ୬.୪ ତୀବ୍ରତାର ଭୂକମ୍ପ ଯୋଗୁଁ ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି। ଅନେକ ଘର ମାଟିରେ ମିଶିଯାଇଛି।

Tags: