ନୂଆ ସଂସଦ ଭବନରେ କାର୍ଯ୍ୟାରମ୍ଭ, ପୁରୁଣା ସଂସଦ ଭବନ ହେବ ‘ସମ୍ବିଧାନ ସଦନ’
ନୂଆଦିଲ୍ଲୀ : ସଂସଦର ସଦସ୍ୟମାନେ ଆଜି ପୁରୁଣା ସଂସଦ ଭବନରୁ ନୂଆ ସଂସଦ ଭବନକୁ ଯାଇଛନ୍ତି। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପରେ ଅନ୍ୟ ନେତାମାନେ ନୂଆ ସଂସଦ ଭବନରେ ପ୍ରବେଶ କରିଛନ୍ତି। ନୂଆ ସଂସଦ ଭବନରେ ଗଣେଶ ପୂଜା ଅବସରରେ ପୂଜାର୍ଚ୍ଚନା ହୋଇଛି ଏବଂ ଏହାପରେ କାର୍ଯ୍ୟାରମ୍ଭ ହେବ। ପୁରୁଣା ସଂସଦ ଭବନ ସମ୍ବିଧାନ ସଦନ ହେବ ବୋଲି ମୋଦୀ ସୁପାରିସ କରିଛନ୍ତି।

Tags: