ନିଟ୍-ୟୁଜି କେଳେଙ୍କାରୀ ମାମଲାରେ ନାଳନ୍ଦାରୁ ପ୍ରାର୍ଥୀଙ୍କ ସହ ୨ ଗିରଫ
ନୂଆଦିଲ୍ଲୀ: ନିଟ୍-ୟୁଜି ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣାରେ ସିବିଆଇ ବିହାରର ନାଳନ୍ଦାରୁ ଜଣେ ପ୍ରାର୍ଥୀ ଓ ଗୟାରୁ ଅନ୍ୟଜଣେ ପ୍ରାର୍ଥୀଙ୍କ ବାପାଙ୍କୁ ଗିରଫ କରିଛି। ଦୁଇଜଣଙ୍କ ଗିରଫ ପରେ ମାମଲାରେ ମୋଟ ଗିରଫ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ସିବିଆଇ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ନାଳନ୍ଦାରୁ ପ୍ରାର୍ଥୀ ସନ୍ନିଙ୍କୁ ପାଟନାରୁ ଗିରଫ କରାଯାଇଛି। ଅନ୍ୟଜଣେ ପ୍ରାର୍ଥୀ ରଣଜିତ କୁମାରଙ୍କ ପିତାଙ୍କୁ ଗୟାରୁ ଗିରଫ କରାଯାଇଛି। ଏହା ସହିତ ବିହାରେ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ଅନ୍ୟ ତିନି […]
ନୂଆଦିଲ୍ଲୀ: ନିଟ୍-ୟୁଜି ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣାରେ ସିବିଆଇ ବିହାରର ନାଳନ୍ଦାରୁ ଜଣେ ପ୍ରାର୍ଥୀ ଓ ଗୟାରୁ ଅନ୍ୟଜଣେ ପ୍ରାର୍ଥୀଙ୍କ ବାପାଙ୍କୁ ଗିରଫ କରିଛି। ଦୁଇଜଣଙ୍କ ଗିରଫ ପରେ ମାମଲାରେ ମୋଟ ଗିରଫ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ସିବିଆଇ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ନାଳନ୍ଦାରୁ ପ୍ରାର୍ଥୀ ସନ୍ନିଙ୍କୁ ପାଟନାରୁ ଗିରଫ କରାଯାଇଛି। ଅନ୍ୟଜଣେ ପ୍ରାର୍ଥୀ ରଣଜିତ କୁମାରଙ୍କ ପିତାଙ୍କୁ ଗୟାରୁ ଗିରଫ କରାଯାଇଛି। ଏହା ସହିତ ବିହାରେ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ଅନ୍ୟ ତିନି ଗିରଫ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଗୁଜରାଟର ଲାତୁର, ଅନ୍ୟ ଜଣେ ଗୋଧ୍ରା ଓ ତୃତୀୟ ଜଣକ ଡେରାଡୁନ୍ର ବାସିନ୍ଦା ଅଟନ୍ତି।




