ନବ ବିବାହିତ ଦମ୍ପତିଙ୍କ ରହସ୍ୟଜନକ ମୃତ୍ୟୁ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବାହରେଚ ଜିଲ୍ଲାରେ ଜଣେ ନବ ବିବାହିତ ଦମ୍ପତିଙ୍କ ରହସ୍ୟଜନକ ମୃତ୍ୟୁ ହୋଇଯାଇଛି। ବିବାହ ସରିବା ପରେ ଉଭୟ ସ୍ବାମୀ ସ୍ତ୍ରୀ ସେମାନଙ୍କ ଘରକୁ ଯାଇଥିଲେ। କିନ୍ତୁ ପରଦିନ ସକାଳେ ସେମାନଙ୍କ ମୃତଦେହ ମିଳିଛି। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ ଉଭୟଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଛି। ୨୨ ବର୍ଷୀୟ ପ୍ରତାପ ଯାଦବ ମେ’ ୩୦ ତାରିଖରେ ୨୦ ବର୍ଷୀୟା ପୁଷ୍ପାଙ୍କୁ ବିବାହ କରିଥିଲେ। କିନ୍ତୁ ସେହିଦିନ ହିଁ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା।