ନକଲି ପାସପୋର୍ଟ ଦୁର୍ନୀତି ମାମଲା, ପଶ୍ଚିମବଙ୍ଗ, ସିକ୍କିମରେ ସିବିଆଇ ଚଢ଼ଉ, ୨ ଗିରଫ

କୋଲକାତା : ନକଲି ପାସପୋର୍ଟ ଦୁର୍ନୀତି ମାମଲାରେ ସିବିଆଇ ଆଜି କୋଲକାତା, ସିଲିଗୁଡ଼ି, ଦାର୍ଜିଲିଂ ଓ ଗାଙ୍ଗଟକ ସମେତ ପଶ୍ଚିମବଙ୍ଗ ଓ ସିକ୍କିମର ୫୦ରୁ ଅଧିକ ସ୍ଥାନରେ ଚଢ଼ଉ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଗାଙ୍ଗଟକ ପାସପୋର୍ଟ ସେବା କେନ୍ଦ୍ରର ବରିଷ୍ଠ ସୁପରିଟେଣ୍ଡେଣ୍ଟ ଗୌତମ କୁମାର ଶାହ ଏବଂ ଜଣେ ହୋଟେଲ ଏଜେଣ୍ଟଙ୍କୁ ସିବିଆଇ ଗିରଫ କରିବା ସହ ସେମାନଙ୍କଠାରୁ ୧,୯୦,୦୦୦ ଟଙ୍କା ଜବତ କରିଛି। ତା’ଛଡ଼ା ଆଉ ୨୪ ଜଣଙ୍କ ବିରୋଧରେ ମାମଲା […]

Samaya Live Picture
Published On

କୋଲକାତା : ନକଲି ପାସପୋର୍ଟ ଦୁର୍ନୀତି ମାମଲାରେ ସିବିଆଇ ଆଜି କୋଲକାତା, ସିଲିଗୁଡ଼ି, ଦାର୍ଜିଲିଂ ଓ ଗାଙ୍ଗଟକ ସମେତ ପଶ୍ଚିମବଙ୍ଗ ଓ ସିକ୍କିମର ୫୦ରୁ ଅଧିକ ସ୍ଥାନରେ ଚଢ଼ଉ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଗାଙ୍ଗଟକ ପାସପୋର୍ଟ ସେବା କେନ୍ଦ୍ରର ବରିଷ୍ଠ ସୁପରିଟେଣ୍ଡେଣ୍ଟ ଗୌତମ କୁମାର ଶାହ ଏବଂ ଜଣେ ହୋଟେଲ ଏଜେଣ୍ଟଙ୍କୁ ସିବିଆଇ ଗିରଫ କରିବା ସହ ସେମାନଙ୍କଠାରୁ ୧,୯୦,୦୦୦ ଟଙ୍କା ଜବତ କରିଛି। ତା’ଛଡ଼ା ଆଉ ୨୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସେମାନଙ୍କ ମଧ୍ୟରେ ନକଲି କାଗଜପତ୍ର ମାଧ୍ୟମରେ ପାସପୋର୍ଟ ଇସ୍ୟୁ କରୁଥିବା ୧୬ ଜଣ ଅଧିକାରୀ ଅଛନ୍ତି।

Tags: