ଦେଶରେ ୨୪ ଘଂଟାରେ ୭୮ ହଜାର ୩୫୭ ନୂଆ କୋଭିଡ ପଜିଟିଭ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ଲକ୍ଷ ରୁ ଅଧିକ

ଭୁବନେଶ୍ୱର: ସେପ୍ଟେମ୍ବର ୦୨: ଦେଶରେ ୨୪ ଘଂଟାରେ ୭୮ ହଜାର ୩୫୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ଭାରତ ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୭ ଲକ୍ଷ ୬୯ ହଜାର ୫୨୩ ରେ ପହଂଚିଛି I ୨୪ ଘଂଟାରେ ୧୦୪୫ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୬୬ ହଜାର ୩୩୩ କୁ ବୃଦ୍ଧି ପାଇଛି I ସେହିପରି, ଗତ କାଲି […]

Samaya Live Picture
Published On

ଭୁବନେଶ୍ୱର: ସେପ୍ଟେମ୍ବର ୦୨: ଦେଶରେ ୨୪ ଘଂଟାରେ ୭୮ ହଜାର ୩୫୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ଭାରତ ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୭ ଲକ୍ଷ ୬୯ ହଜାର ୫୨୩ ରେ ପହଂଚିଛି I
୨୪ ଘଂଟାରେ ୧୦୪୫ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୬୬ ହଜାର ୩୩୩ କୁ ବୃଦ୍ଧି ପାଇଛି I
ସେହିପରି, ଗତ କାଲି ୬୨ ହଜାର ୨୬ ଜଣ କରୋନା ରୋଗୀ ସୁସ୍ଥ ହେଇଛନ୍ତି ଏବଂ ଏଥି ସହିତ, ଏ ପର୍ଯ୍ୟନ୍ତ ଦେଶରେ ୨୯ ଲକ୍ଷ ଏକ ହଜାର ୯୦୮ ଜଣ କରୋନା ରୋଗୀ ସୁସ୍ଥ ହେଇସାରିଲେଣି I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁଯାଇ, ଏବେ ୮ ଲକ୍ଷ ଏକ ହଜାର ୨୮୨ ଜଣ ଚିକିତ୍ସାଧୀନ ଅଛନ୍ତି I

Erectile dysfunction is when a man finds it difficult to get an erection or at least one that lasts throughout sexual intercourse. cialis south africa price In order to be counted as erectile dysfunction, this problem must happen frequently and persistently.

Tags: