ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩.୭ ଲକ୍ଷ କୁ ବୃଦ୍ଧି

ଭୁବନେଶ୍ୱର: ସେପ୍ଟେମ୍ବର ୯: ଗତ ୨୪ ଘଂଟାରେ ଭାରତରେ ୮୯ ହଜାର ୭୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି ଏବଂ ଏଥିସହିତ, ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩ ଲକ୍ଷ ୭୦ ହଜାର ୧୨୮ କୁ ବୃଦ୍ଧି ପାଇଛି I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁଯାଇ, ୨୪ ଘଂଟାରେ ୧୧୧୫ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି ଏବଂ ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୭୩ ହଜାର ୮୯୦ ରେ […]

Samaya Live Picture
Published On

ଭୁବନେଶ୍ୱର: ସେପ୍ଟେମ୍ବର ୯: ଗତ ୨୪ ଘଂଟାରେ ଭାରତରେ ୮୯ ହଜାର ୭୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି ଏବଂ ଏଥିସହିତ, ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩ ଲକ୍ଷ ୭୦ ହଜାର ୧୨୮ କୁ ବୃଦ୍ଧି ପାଇଛି I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁଯାଇ, ୨୪ ଘଂଟାରେ ୧୧୧୫ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି ଏବଂ ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୭୩ ହଜାର ୮୯୦ ରେ ପହଂଚିଛି I
୨୪ ଘଂଟାରେ ୭୪ ହଜାର ୮୯୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି ଏବଂ ଏହାକୁ ମିଶାଇ, ଦେଶରେ ସୁସ୍ଥ ହେଇସାରିଥିବା ରୋଗୀଙ୍କ ସଂଖ୍ୟା ୩୩ ଲକ୍ଷ ୯୮ ହଜାର ୮୪୪ ରେ ପହଂଚିଛି I ସୁସ୍ଥତା ହାର ମଧ୍ୟ ୭୭.୭୭ ପ୍ରତିଶତ କୁ ବୃଦ୍ଧି ପାଇଛି I
ଏବେ, ୮ ଲକ୍ଷ ୯୭ ହଜାର ୩୯୪ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି I

A coated paper used on the chloroquine dose for malaria prevention inside of boxes, which. cialis price malaysia But SARMs can be brilliant for building bulk, and stripping muscle.

Tags: