ଦିଲ୍ଲୀ-ଡେରାଡୁନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଶୁଭାରମ୍ଭ କଲେ ମୋଦୀ
ନୂଆଦିଲ୍ଲୀ: ଉତ୍ତରାଖଣ୍ଡକୁ ଆଜି ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀ-ଡେରାଡୁନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଶୁଭାରମ୍ଭ କରିଛନ୍ତି। ଆଜି ସକାଳ ୧୧ଟା ସମୟରେ ମୋଦୀ ଦିଲ୍ଲୀ-ଡେରାଡୁନ ବନ୍ଦେ ଭାରତ ଟ୍ରେନ୍ ଶୁଭାରମ୍ଭ କରିଛନ୍ତି। ମେ’ ୨୯ ତାରିଖରୁ ଦିଲ୍ଲୀ-ଡେରାଡୁନ ବନ୍ଦେ ଭାରତ ଏକ୍ସପ୍ରେସ ନିୟମିତ ଭାବେ ଚାଲିବ। ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଦିଲ୍ଲୀରୁ ଡେରାଡୁନ ମଧ୍ୟରେ ଲୋକଙ୍କ ଯାତ୍ରା ସମୟ କମାଇବ ବୋଲି ମୋଦୀ କହିଛନ୍ତି। […]
ନୂଆଦିଲ୍ଲୀ: ଉତ୍ତରାଖଣ୍ଡକୁ ଆଜି ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀ-ଡେରାଡୁନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଶୁଭାରମ୍ଭ କରିଛନ୍ତି। ଆଜି ସକାଳ ୧୧ଟା ସମୟରେ ମୋଦୀ ଦିଲ୍ଲୀ-ଡେରାଡୁନ ବନ୍ଦେ ଭାରତ ଟ୍ରେନ୍ ଶୁଭାରମ୍ଭ କରିଛନ୍ତି। ମେ’ ୨୯ ତାରିଖରୁ ଦିଲ୍ଲୀ-ଡେରାଡୁନ ବନ୍ଦେ ଭାରତ ଏକ୍ସପ୍ରେସ ନିୟମିତ ଭାବେ ଚାଲିବ। ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଦିଲ୍ଲୀରୁ ଡେରାଡୁନ ମଧ୍ୟରେ ଲୋକଙ୍କ ଯାତ୍ରା ସମୟ କମାଇବ ବୋଲି ମୋଦୀ କହିଛନ୍ତି। ଅନେକ ଲୋକଙ୍କ ସମସ୍ୟା ଦୂର ହେବ। ଏକ୍ସପ୍ରେସ ଟ୍ରେନ ୪ ଘଣ୍ଟା ୪୫ ମିନିଟରେ ୩୦୨ କିମି ଅତିକ୍ରମ କରିବ।




