ଦିଲ୍ଲୀରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବିରୋଧରେ ଆନ୍ଦୋଳନ କରି ଟିଏମସି ନେତା ଅଟକ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମସି)ର ଅନେକ ନେତା ଆଜି ଦିଲ୍ଲୀ ପୁଲିସ ଦ୍ବାରା ଅଟକ ରହିଛନ୍ତି। ଭାରତୀୟ ନିର୍ବାଚନ କମିସନ ଅଫିସ ବାହାରେ ଆଜି ଟିଏମସି ନେତାମାନେ ୨୪ ଘଣ୍ଟା ଧରି ଧାରଣାରେ ବସିଥିଲେ। ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ), କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ଏବଂ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଓ ଆୟକର ବିଭାଗ ମୁଖ୍ୟ ବଦଳିବାପାଇଁ ଟିଏମସି ନେତାମାନେ ଦାବି କରିଥିଲେ। ଡେରେକ ଓବ୍ରାଏନ, ଡୋଲା ସେନ୍, ସକେତ ଗୋଖେଲ, ଏବଂ ସାଗରିକା […]

Samaya Live Picture
Published On

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମସି)ର ଅନେକ ନେତା ଆଜି ଦିଲ୍ଲୀ ପୁଲିସ ଦ୍ବାରା ଅଟକ ରହିଛନ୍ତି। ଭାରତୀୟ ନିର୍ବାଚନ କମିସନ ଅଫିସ ବାହାରେ ଆଜି ଟିଏମସି ନେତାମାନେ ୨୪ ଘଣ୍ଟା ଧରି ଧାରଣାରେ ବସିଥିଲେ। ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ), କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ଏବଂ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଓ ଆୟକର ବିଭାଗ ମୁଖ୍ୟ ବଦଳିବାପାଇଁ ଟିଏମସି ନେତାମାନେ ଦାବି କରିଥିଲେ। ଡେରେକ ଓବ୍ରାଏନ, ଡୋଲା ସେନ୍, ସକେତ ଗୋଖେଲ, ଏବଂ ସାଗରିକା ଘୋସଙ୍କ ସମେତ ଟିଏମସିର ୧୦ ଜଣିଆ ସଦସ୍ୟ ବିଶିଷ୍ଟ ପ୍ରତିନିଧି ଦଳ ନିର୍ବାଚନ କମିସନଙ୍କୁ ଭେଟିଥିଲେ। ପରେ ଡୋଲା ସେନଙ୍କ ସମେତ ଅନ୍ୟ ଟିଏମସି ନେତାମାନଙ୍କୁ ଦିଲ୍ଲୀ ପୁଲିସ ଦ୍ବାରା ଅଟକ ରହିଛନ୍ତି।

Tags: