ଦକ୍ଷିଣ ଆଫ୍ରିକାରୁ ଚନ୍ଦ୍ରଯାନ-୩ ଲାଣ୍ଡିଂ କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ଦକ୍ଷିଣ ଆଫ୍ରିକାରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ କାର୍ଯ୍ୟକ୍ରମରେ ଯୋଗଦେବେ। ଜୋହାନ୍ସବର୍ଗରେ ୧୫ ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାପାଇଁ ମୋଦୀ ଏବେ ୩ ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବାବେଳେ ଏନେଇ ଘୋଷଣା କରାଯାଇଛି। ଆଜି ସନ୍ଧ୍ୟା ୬.୦୪ରେ ଚନ୍ଦ୍ରଯାନ ୩ର ସୂକ୍ଷ୍ମ ଅବତରଣ ପାଇଁ ଇସ୍ରୋ ଯୋଜନା ହୋଇଛି। ଉଲ୍ଲେଖଯୋଗ୍ୟ, ୧୪ରେ ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ କରାଯାଇଥିଲା। ଚନ୍ଦ୍ରଯାନ-୩ ଅବତରଣକୁ ଇସ୍ରୋର ସରକାରୀ ୱେବସାଇଟ୍ ଏବଂ […]

Samaya Live Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ଦକ୍ଷିଣ ଆଫ୍ରିକାରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ କାର୍ଯ୍ୟକ୍ରମରେ ଯୋଗଦେବେ। ଜୋହାନ୍ସବର୍ଗରେ ୧୫ ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାପାଇଁ ମୋଦୀ ଏବେ ୩ ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବାବେଳେ ଏନେଇ ଘୋଷଣା କରାଯାଇଛି। ଆଜି ସନ୍ଧ୍ୟା ୬.୦୪ରେ ଚନ୍ଦ୍ରଯାନ ୩ର ସୂକ୍ଷ୍ମ ଅବତରଣ ପାଇଁ ଇସ୍ରୋ ଯୋଜନା ହୋଇଛି। ଉଲ୍ଲେଖଯୋଗ୍ୟ, ୧୪ରେ ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ କରାଯାଇଥିଲା। ଚନ୍ଦ୍ରଯାନ-୩ ଅବତରଣକୁ ଇସ୍ରୋର ସରକାରୀ ୱେବସାଇଟ୍ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟୁବ, ଟ୍ବିଟର ଏବଂ ଫେସବୁକ୍‌ରେ ଲାଇଭ୍‌ ଷ୍ଟ୍ରିମ୍‌ କରାଯିବ।

Tags: