ଥାନେରେ ଲିଫ୍ଟ ଖସିପଡ଼ିବାରୁ ୬ ଶ୍ରମିକଙ୍କ ମୃତ୍ୟୁ

ଥାନେ: ମହାରାଷ୍ଟ୍ରର ଥାନେରେ ଆଜି ଏକ ବଡ଼ ଅଭାବନୀୟ ଘଟଣା ଘଟିଛି । ଏକ ଲିଫ୍‌ଟ ଖସିପଡ଼ିବାରୁ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଥାନେ ନଗର ନିଗମର ଜଣେ ଅଧିକାରୀ କହିଛନ୍ତି ଯେ ଏକ ୪୦ ମହଲା କୋଠାର ଛାତରେ ୱାଟର ପ୍ରୁଫିଂ କାମ ଚାଲିଥିଲା ଏବଂ ଶ୍ରମିକମାନେ ଲିଫ୍‌ଟରେ ତଳକୁ ଆସୁଥିବା ସମୟରେ ଲିଫ୍ଟ ଖସିପଡ଼ିଥିଲା। ପୁଲିସ ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ […]

Samaya Live Picture
Published On

ଥାନେ: ମହାରାଷ୍ଟ୍ରର ଥାନେରେ ଆଜି ଏକ ବଡ଼ ଅଭାବନୀୟ ଘଟଣା ଘଟିଛି । ଏକ ଲିଫ୍‌ଟ ଖସିପଡ଼ିବାରୁ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଥାନେ ନଗର ନିଗମର ଜଣେ ଅଧିକାରୀ କହିଛନ୍ତି ଯେ ଏକ ୪୦ ମହଲା କୋଠାର ଛାତରେ ୱାଟର ପ୍ରୁଫିଂ କାମ ଚାଲିଥିଲା ଏବଂ ଶ୍ରମିକମାନେ ଲିଫ୍‌ଟରେ ତଳକୁ ଆସୁଥିବା ସମୟରେ ଲିଫ୍ଟ ଖସିପଡ଼ିଥିଲା। ପୁଲିସ ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରିଛନ୍ତି ଏବଂ ଏକ କେବୁଲ ଛିଣ୍ଡିଯିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Tags: