ଥାନେରେ ରେଭ୍ ପାର୍ଟିରେ ଚଢ଼ଉ , ପାଖାପାଖି ୧୦୦ ଅଟକ
ନୂଆଦିଲ୍ଲୀ : ମହାରାଷ୍ଟ୍ରର ଥାନେରେ ଆଜି ଏକ ରେଭ୍ ପାର୍ଟିରେ ଚଢ଼ଉ ହୋଇଛି । ପାଖାପାଖି ୧୦୦ ଲୋକ ଅଟକ ରହିଛନ୍ତି। ନୂଆ ବର୍ଷ ଉତ୍ସବର ଦିନକ ପୂର୍ବରୁ ଆଜି ରେଭ୍ ପାର୍ଟି ଚାଲିଥିବାବେଳେ ଚଢ଼ଉ କରାଯାଇଥିଲା। ପାର୍ଟି ପରିଚାଳନା କରୁଥିବା ୨ ଜଣ ଲୋକଙ୍କୁ ମଧ୍ୟ ଅଟକ ରଖାଯାଇଛି। ଚଢ଼ଉ ସମୟରେ ଅଧିକାରୀମାନେ ବିଭିନ୍ନ ବେଆଇନ ସାମଗ୍ରୀ ଜବତ କରିଛନ୍ତି। ତଦନ୍ତ ପରିସରର ଅନ୍ତର୍ଭୁକ୍ତ ଭାବେ ଅଟକ ଲୋକଙ୍କର ମେଡିକାଲ ପରୀକ୍ଷା କରାଯିବ। ଉକ୍ତ ଘଟଣାରେ […]
ନୂଆଦିଲ୍ଲୀ : ମହାରାଷ୍ଟ୍ରର ଥାନେରେ ଆଜି ଏକ ରେଭ୍ ପାର୍ଟିରେ ଚଢ଼ଉ ହୋଇଛି । ପାଖାପାଖି ୧୦୦ ଲୋକ ଅଟକ ରହିଛନ୍ତି। ନୂଆ ବର୍ଷ ଉତ୍ସବର ଦିନକ ପୂର୍ବରୁ ଆଜି ରେଭ୍ ପାର୍ଟି ଚାଲିଥିବାବେଳେ ଚଢ଼ଉ କରାଯାଇଥିଲା। ପାର୍ଟି ପରିଚାଳନା କରୁଥିବା ୨ ଜଣ ଲୋକଙ୍କୁ ମଧ୍ୟ ଅଟକ ରଖାଯାଇଛି। ଚଢ଼ଉ ସମୟରେ ଅଧିକାରୀମାନେ ବିଭିନ୍ନ ବେଆଇନ ସାମଗ୍ରୀ ଜବତ କରିଛନ୍ତି। ତଦନ୍ତ ପରିସରର ଅନ୍ତର୍ଭୁକ୍ତ ଭାବେ ଅଟକ ଲୋକଙ୍କର ମେଡିକାଲ ପରୀକ୍ଷା କରାଯିବ। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ନ୍ୟୁୟର୍କ ପାର୍ଟି ପାଇଁ ଥାନେରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।




