ତେଜସ ଯୁଦ୍ଧ ବିମାନରେ ଉଡ଼ିଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବେଙ୍ଗାଲୁରୁରେ ତେଜସ ଯୁଦ୍ଧ ବିମାନରେ ଉଡ଼ିଛନ୍ତି। ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍)ରେ କାର୍ଯ୍ୟ ସମୀକ୍ଷା କରିବା ଅବସରରେ ମୋଦୀ ଆଜି ତେଜସ ଉଡ଼ାଇଛନ୍ତି। ମୋଦୀ ଆଜି ତେଜସ ଜେଟ୍ ସମେତ ହାଲ୍ର ନିର୍ମାଣ ଫାସିଲିଟି ସମୀକ୍ଷା କରିଛନ୍ତି । ଏକ୍ସରେ ମୋଦୀ ବିମାନର ଫଟୋ ସେୟାର କରିଛନ୍ତି। ତେଜସରେ ଉଡ଼ିବାର ଅନୁଭୂତିକୁ ମୋଦୀ ଅତ୍ୟନ୍ତ ଅବିଶ୍ବସନୀୟ ଭାବରେ ସମୃଦ୍ଧ ବୋଲି କହିଛନ୍ତି। ଦେଶର ସ୍ବଦେଶୀ ଦକ୍ଷତା ଉପରେ ଏହା […]

Samaya Live Picture
Published On

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବେଙ୍ଗାଲୁରୁରେ ତେଜସ ଯୁଦ୍ଧ ବିମାନରେ ଉଡ଼ିଛନ୍ତି। ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍)ରେ କାର୍ଯ୍ୟ ସମୀକ୍ଷା କରିବା ଅବସରରେ ମୋଦୀ ଆଜି ତେଜସ ଉଡ଼ାଇଛନ୍ତି। ମୋଦୀ ଆଜି ତେଜସ ଜେଟ୍ ସମେତ ହାଲ୍ର ନିର୍ମାଣ ଫାସିଲିଟି ସମୀକ୍ଷା କରିଛନ୍ତି । ଏକ୍ସରେ ମୋଦୀ ବିମାନର ଫଟୋ ସେୟାର କରିଛନ୍ତି। ତେଜସରେ ଉଡ଼ିବାର ଅନୁଭୂତିକୁ ମୋଦୀ ଅତ୍ୟନ୍ତ ଅବିଶ୍ବସନୀୟ ଭାବରେ ସମୃଦ୍ଧ ବୋଲି କହିଛନ୍ତି। ଦେଶର ସ୍ବଦେଶୀ ଦକ୍ଷତା ଉପରେ ଏହା ତାଙ୍କର ଆତ୍ମବିଶ୍ବାସକୁ ସୁଦୃଢ଼ କରିଛି ବୋଲି ସେ କହିଛନ୍ତି।

Tags: