ତାଲିବାନ୍ ମନ୍ତ୍ରୀଙ୍କୁ ଭେଟିଲେ ବିକ୍ରମ ମିଶ୍ରି
ନୂଆଦିଲ୍ଲୀ : ବିଦେଶ ସଚିବ ବିକ୍ରମ ମିଶ୍ରି ଆଫଗାନିସ୍ତାନର କାର୍ଯ୍ୟକାରୀ ବିଦେଶ ମନ୍ତ୍ରୀ ମଲାୱି ଅମୀର ଖାନ୍ ମୁତ୍ତାକିଙ୍କୁ ଭେଟିଛନ୍ତି। ଦ୍ବିପାକ୍ଷିକ ସମ୍ପର୍କ ଏବଂ ଆଞ୍ଚଳିକ ବିକାଶ ସଂକ୍ରାନ୍ତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଉଭୟ ପକ୍ଷ ଆଲୋଚନା କରିଛନ୍ତି ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। ଆଫଗାନ ଲୋକଙ୍କୁ ମାନବୀୟ ଏବଂ ବିକାଶ ସହାୟତା ପ୍ରଦାନ କରିବାପାଇଁ ଭାରତର ପ୍ରତିଶ୍ରୁତିକୁ ମିଶ୍ରି ଦୋହରାଇଛନ୍ତି। ଅନ୍ୟପକ୍ଷେ ଆଫଗାନିସ୍ତାନକୁ ଭାରତର ସମର୍ଥନ […]
ନୂଆଦିଲ୍ଲୀ : ବିଦେଶ ସଚିବ ବିକ୍ରମ ମିଶ୍ରି ଆଫଗାନିସ୍ତାନର କାର୍ଯ୍ୟକାରୀ ବିଦେଶ ମନ୍ତ୍ରୀ ମଲାୱି ଅମୀର ଖାନ୍ ମୁତ୍ତାକିଙ୍କୁ ଭେଟିଛନ୍ତି। ଦ୍ବିପାକ୍ଷିକ ସମ୍ପର୍କ ଏବଂ ଆଞ୍ଚଳିକ ବିକାଶ ସଂକ୍ରାନ୍ତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଉଭୟ ପକ୍ଷ ଆଲୋଚନା କରିଛନ୍ତି ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। ଆଫଗାନ ଲୋକଙ୍କୁ ମାନବୀୟ ଏବଂ ବିକାଶ ସହାୟତା ପ୍ରଦାନ କରିବାପାଇଁ ଭାରତର ପ୍ରତିଶ୍ରୁତିକୁ ମିଶ୍ରି ଦୋହରାଇଛନ୍ତି। ଅନ୍ୟପକ୍ଷେ ଆଫଗାନିସ୍ତାନକୁ ଭାରତର ସମର୍ଥନ ପାଇଁ ଆଫଗାନ ମନ୍ତ୍ରୀ ଭାରତକୁ ଧନ୍ୟବାଦ ଜଣାଇଛନ୍ତି।




