ଡିସେମ୍ବର ୨୦ ରେ ରାଜ୍ୟସଭା ଉପ ନିର୍ବାଚନ
ଭୁବନେଶ୍ୱର : ରାଜ୍ୟସଭା ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା । ଡିସେମ୍ବର ୨୦ ରେ ହେବ ରାଜ୍ୟସଭା ଉପନିର୍ବାଚନ । ଏନେଇ ଡିସେମ୍ବର ୩ ରେ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଡିସେମ୍ବର ୧୦ ରେ ରହିଛି ନାମାଙ୍କନ ଶେଷ ତାରିଖ । ୧୧ ତାରିଖ ନାମାଙ୍କନ ଯାଞ୍ଚ ହେବ ଓ ୧୩ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି । ୪ ଟିରାଜ୍ୟରେ ୬ ଟି ଆସନ ପାଇଁ ହେବ ଉପ ନିର୍ବାଚନ […]
ଭୁବନେଶ୍ୱର : ରାଜ୍ୟସଭା ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା । ଡିସେମ୍ବର ୨୦ ରେ ହେବ ରାଜ୍ୟସଭା ଉପନିର୍ବାଚନ । ଏନେଇ ଡିସେମ୍ବର ୩ ରେ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଡିସେମ୍ବର ୧୦ ରେ ରହିଛି ନାମାଙ୍କନ ଶେଷ ତାରିଖ । ୧୧ ତାରିଖ ନାମାଙ୍କନ ଯାଞ୍ଚ ହେବ ଓ ୧୩ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି । ୪ ଟିରାଜ୍ୟରେ ୬ ଟି ଆସନ ପାଇଁ ହେବ ଉପ ନିର୍ବାଚନ । ଓଡ଼ିଶାରେ ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ । ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଇସ୍ତଫା ପରେ ଖାଲି ପଡିଛି ଆସନ ।
Tags:




