ଝେଲମ୍ ନଦୀ ଜଳସ୍ତର ୭୦ ବର୍ଷ ନିମ୍ନ ସ୍ତରକୁ ଖସିଛି

ଶ୍ରୀନଗର: କାଶ୍ମୀର ଉପତ୍ୟକାରେ ବର୍ଷା କମ୍ ହେବା ଯୋଗୁଁ ସେପ୍ଟେମ୍ବର ମାସରେ ଝେଲମ୍ ନଦୀ ଜଳସ୍ତର ୭୦ ବର୍ଷର ନିମ୍ନ ସ୍ତରକୁ ଖସିଆସିଛି।  ଉପତ୍ୟକାରେ ଏକ ମାସରୁ ଅଧିକ ସମୟ ଧରି ଶୁଖିଲା ପାଗ ରହିଛି।  ଏହ‌ା ଚାଷୀଙ୍କ ପାଇଁ ଜଳ ଅଭାବ ଏବଂ ଜଳସେଚନ ସମସ୍ୟାକୁ ଜଟିଳ କରିଛି। ଗତ ସପ୍ତାହରେ ଶୁକ୍ର ଓ ଶନିବାର ଉପତ୍ୟକାର ଦକ୍ଷିଣ ଭାଗରେ କିଛି ବର୍ଷା ରେକର୍ଡ ହୋଇଥିବାବେଳେ ମଧ୍ୟ ଓ ଉତ୍ତର ଭାଗ ଶୁଖିଲା ଥିଲା। ସରକାରୀ […]

Samaya Live Picture
Published On

ଶ୍ରୀନଗର: କାଶ୍ମୀର ଉପତ୍ୟକାରେ ବର୍ଷା କମ୍ ହେବା ଯୋଗୁଁ ସେପ୍ଟେମ୍ବର ମାସରେ ଝେଲମ୍ ନଦୀ ଜଳସ୍ତର ୭୦ ବର୍ଷର ନିମ୍ନ ସ୍ତରକୁ ଖସିଆସିଛି।  ଉପତ୍ୟକାରେ ଏକ ମାସରୁ ଅଧିକ ସମୟ ଧରି ଶୁଖିଲା ପାଗ ରହିଛି।  ଏହ‌ା ଚାଷୀଙ୍କ ପାଇଁ ଜଳ ଅଭାବ ଏବଂ ଜଳସେଚନ ସମସ୍ୟାକୁ ଜଟିଳ କରିଛି। ଗତ ସପ୍ତାହରେ ଶୁକ୍ର ଓ ଶନିବାର ଉପତ୍ୟକାର ଦକ୍ଷିଣ ଭାଗରେ କିଛି ବର୍ଷା ରେକର୍ଡ ହୋଇଥିବାବେଳେ ମଧ୍ୟ ଓ ଉତ୍ତର ଭାଗ ଶୁଖିଲା ଥିଲା। ସରକାରୀ ରେକର୍ଡରୁ ଏହା  ଜଣାପଡିଛି ଯେ ରାମ ମୁନ୍ସି ବାଗରେ ଜଳ ସ୍ତର ୨.୧୫ ଫୁଟକୁ ଖସି ଆସିଛି। 

Tags: