ଜୁଲାଇ ୨୯, ୩୦ରେ ମଣିପୁର ଯିବେ ବିରୋଧୀ ସାଂସଦ

ନୂଆଦିଲ୍ଲୀ : ବିରୋଧୀ ଇ-ଣ୍ଡି-ଆ‌ ମେଣ୍ଟର ସାଂସଦମାନେ ଆସନ୍ତା ଜୁଲାଇ ୨୯ ଏବଂ ୩୦ ତାରିଖରେ ଉତ୍ତର ପୂର୍ବ ରାଜ୍ୟ ଗସ୍ତ କରିବେ। ୨୦ରୁ ଅୖଧିକ ବିରୋଧୀ ଦଳର ସାଂସଦମାନେ ଚଳିତ ସପ୍ତାହାନ୍ତରେ ମଣିପୁର ଗସ୍ତ କରିବେ ଏବଂ ରାଜ୍ୟରେ ସ୍ଥିତି ସମୀକ୍ଷା କରିବେ ବୋଲି ଲୋକସଭାରେ କଂଗ୍ରେସ ହ୍ବିପ୍‌ ମଣିକମ ଟାଗୋର ସୂଚନା ଦେଇଛନ୍ତି। ବିରୋଧୀ ଦଳ ନେତାମାନେ ହିଂସା ପ୍ରବଣ ମଣିପୁର ଗସ୍ତ ପାଇଁ ଚାହିଛନ୍ତି। କିନ୍ତୁ ମଣିପୁରରେ ଅଶାନ୍ତ ସ୍ଥିତି ପାଇଁ ସେମାନଙ୍କୁ […]

Samaya Live Picture
Published On

ନୂଆଦିଲ୍ଲୀ : ବିରୋଧୀ ଇ-ଣ୍ଡି-ଆ‌ ମେଣ୍ଟର ସାଂସଦମାନେ ଆସନ୍ତା ଜୁଲାଇ ୨୯ ଏବଂ ୩୦ ତାରିଖରେ ଉତ୍ତର ପୂର୍ବ ରାଜ୍ୟ ଗସ୍ତ କରିବେ। ୨୦ରୁ ଅୖଧିକ ବିରୋଧୀ ଦଳର ସାଂସଦମାନେ ଚଳିତ ସପ୍ତାହାନ୍ତରେ ମଣିପୁର ଗସ୍ତ କରିବେ ଏବଂ ରାଜ୍ୟରେ ସ୍ଥିତି ସମୀକ୍ଷା କରିବେ ବୋଲି ଲୋକସଭାରେ କଂଗ୍ରେସ ହ୍ବିପ୍‌ ମଣିକମ ଟାଗୋର ସୂଚନା ଦେଇଛନ୍ତି। ବିରୋଧୀ ଦଳ ନେତାମାନେ ହିଂସା ପ୍ରବଣ ମଣିପୁର ଗସ୍ତ ପାଇଁ ଚାହିଛନ୍ତି। କିନ୍ତୁ ମଣିପୁରରେ ଅଶାନ୍ତ ସ୍ଥିତି ପାଇଁ ସେମାନଙ୍କୁ ମଣିପୁର ଗସ୍ତ ଅନୁମତି ମିଳିନି। କେବଳ କଂଗ୍ରେସ ନେତା ରାହୁଲ ଗାନ୍ଧି ମଣିପୁରର କିଛି ସ୍ଥାନକୁ ଯାଇଛନ୍ତି।

Tags: