ଜିଲ୍‌ ବାଇଡେନ୍‌ଙ୍କୁ ସବୁଠୁ ଦାମୀ ଉପହାର ଦେଇଛନ୍ତି ମୋଦୀ

ୱାସିଂଟନ୍‌: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ତାଙ୍କ ପରିବାର ୨୦୨୩ରେ ବିଶ୍ବ ନେତାମାନଙ୍କଠାରୁ ଅନେକ ହଜାର ଡଲାର୍‌ର ଉପହାର ପାଇଛନ୍ତି। ତେବେ ଏଥି ମଧ୍ୟରୁ ସବୁଠାରୁ ଦାମୀ ଉପହାର ପାଇଛନ୍ତି ପ୍ରଥମ ମହିଳା ଜିଲ୍‌ ବାଇଡେନ୍‌। ତାଙ୍କୁ ଏହ‌ି ଦାମୀ ଉପହାର ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ ଜିଲ୍‌ ବାଇଡେନ୍‌ଙ୍କୁ ୭.୫ କ୍ୟାରେଟ୍‌ର ଏକ ହୀରା ଦେଇଥିଲେ। ଏହାର ମୂଲ୍ୟ ୨୦ ହଜାର ଡଲାର। ୨୦୨୩ରେ ବିଦେଶ ନେତାଙ୍କ ଠାରୁ ବାଇଡେନ୍‌ ପରିବାରକୁ […]

Samaya Live Picture
Published On

ୱାସିଂଟନ୍‌: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ତାଙ୍କ ପରିବାର ୨୦୨୩ରେ ବିଶ୍ବ ନେତାମାନଙ୍କଠାରୁ ଅନେକ ହଜାର ଡଲାର୍‌ର ଉପହାର ପାଇଛନ୍ତି। ତେବେ ଏଥି ମଧ୍ୟରୁ ସବୁଠାରୁ ଦାମୀ ଉପହାର ପାଇଛନ୍ତି ପ୍ରଥମ ମହିଳା ଜିଲ୍‌ ବାଇଡେନ୍‌। ତାଙ୍କୁ ଏହ‌ି ଦାମୀ ଉପହାର ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ ଜିଲ୍‌ ବାଇଡେନ୍‌ଙ୍କୁ ୭.୫ କ୍ୟାରେଟ୍‌ର ଏକ ହୀରା ଦେଇଥିଲେ। ଏହାର ମୂଲ୍ୟ ୨୦ ହଜାର ଡଲାର। ୨୦୨୩ରେ ବିଦେଶ ନେତାଙ୍କ ଠାରୁ ବାଇଡେନ୍‌ ପରିବାରକୁ ମିଳିଥିବା ଉପହାର ମଧ୍ୟରେ ଏହା ହେଉଛି ସବୁଠାରୁ ଦାମୀ ଉପହାର।

Tags: