ଜିନପିଙ୍ଗ ଆସିଥିଲେ ଭଲ ହୋଇଥାନ୍ତା, କିନ୍ତୁ ସବୁକିଛି ଭଲ ଚାଲିଛି
ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଅନୁପସ୍ଥିତି ସେମିତି କୌଣସି ବିଶେଷ ଫରକ କି ପ୍ରଭାବ ପକାଇନି। ଏକଥା ଆଜି ପୁଣିଥରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଟିପ୍ପଣୀ ସ୍ପଷ୍ଟ କରିଦେଇଛି। ବାଇଡେନଙ୍କ ସହ ଥିବା ଆମେରିକା ଗଣମାଧ୍ୟମ ପ୍ରତିନିଧି ଆଜି ତାଙ୍କୁ ସମ୍ମିଳନୀରେ ଜିନପିଙ୍ଗଙ୍କ ଅନୁପସ୍ଥିତି କିଛି ପ୍ରଭାବ ପକାଇଛି କି ବୋଲି ପ୍ରଶ୍ନ କରିବାରୁ ବାଇଡେନ କହିଥିଲେ, ‘ ଜିନପିଙ୍ଗ ଜି-୨୦ ସମ୍ମିଳନୀକୁ ଆସିଥିଲେ ଭଲ୍ ହୋଇଥାନ୍ତା। କିନ୍ତୁ ଜିନପିଙ୍ଗଙ୍କ ଅନୁପସ୍ଥିତି […]
ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଅନୁପସ୍ଥିତି ସେମିତି କୌଣସି ବିଶେଷ ଫରକ କି ପ୍ରଭାବ ପକାଇନି। ଏକଥା ଆଜି ପୁଣିଥରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଟିପ୍ପଣୀ ସ୍ପଷ୍ଟ କରିଦେଇଛି। ବାଇଡେନଙ୍କ ସହ ଥିବା ଆମେରିକା ଗଣମାଧ୍ୟମ ପ୍ରତିନିଧି ଆଜି ତାଙ୍କୁ ସମ୍ମିଳନୀରେ ଜିନପିଙ୍ଗଙ୍କ ଅନୁପସ୍ଥିତି କିଛି ପ୍ରଭାବ ପକାଇଛି କି ବୋଲି ପ୍ରଶ୍ନ କରିବାରୁ ବାଇଡେନ କହିଥିଲେ, ‘ ଜିନପିଙ୍ଗ ଜି-୨୦ ସମ୍ମିଳନୀକୁ ଆସିଥିଲେ ଭଲ୍ ହୋଇଥାନ୍ତା। କିନ୍ତୁ ଜିନପିଙ୍ଗଙ୍କ ଅନୁପସ୍ଥିତି କିଛି ପ୍ରଭାବ ପକାଇନି। ଏଠି ସବୁକିଛି ଭଲ୍ ଚାଲିଛି ବୋଲି ବାଇଡେନ କହିଛନ୍ତି।




