ଛତିଶଗଡ଼ରେ ନକ୍ସଲ ବିରୋଧୀ ଅପରେସନରେ ଶୀର୍ଷ ନକ୍ସଲ ନେତା ସମେତ ୧୮ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଛତିଶଗଡ଼ର କାଙ୍କେର ଜିଲ୍ଲାରେ ବିଏସଏଫ୍ ଏବଂ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡର ମିଳିତ ଅପରେସନରେ ଆଜି ଜଣେ ଶୀର୍ଷ ନକ୍ସଲ ନେତାଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ନକ୍ସଲ ନେତା ଶଙ୍କର ରାଓଙ୍କ ମୁଣ୍ଡରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ଏନକାଉଣ୍ଟରରେ ୩ ଜଣ ସୈନିକ ଆହତ ହୋଇଛନ୍ତି ଏବଂ ୧୮ ଜଣଙ୍କ ମର ଶରୀର ଜବତ କରାଯାଇଛି। ଏନକାଉଣ୍ଟର ସ୍ଥଳରୁ ୭ଟି ଏକେ -୪୭ ରାଇଫଲ ସମେତ ବିପୁର […]
ନୂଆଦିଲ୍ଲୀ : ଛତିଶଗଡ଼ର କାଙ୍କେର ଜିଲ୍ଲାରେ ବିଏସଏଫ୍ ଏବଂ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡର ମିଳିତ ଅପରେସନରେ ଆଜି ଜଣେ ଶୀର୍ଷ ନକ୍ସଲ ନେତାଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ନକ୍ସଲ ନେତା ଶଙ୍କର ରାଓଙ୍କ ମୁଣ୍ଡରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ଏନକାଉଣ୍ଟରରେ ୩ ଜଣ ସୈନିକ ଆହତ ହୋଇଛନ୍ତି ଏବଂ ୧୮ ଜଣଙ୍କ ମର ଶରୀର ଜବତ କରାଯାଇଛି। ଏନକାଉଣ୍ଟର ସ୍ଥଳରୁ ୭ଟି ଏକେ -୪୭ ରାଇଫଲ ସମେତ ବିପୁର ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ମାଦ ଅଞ୍ଚଳରେ ଆଜି ଏହି ଘଟଣା ଘଟିଛି। ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ୨୬ ତାରିଖରେ କାଙ୍କେର ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ହେବ।




