ଚୀନ୍‌ ଆମଠାରୁ ଇଞ୍ଚେ ବି ଜାଗା ନେଇପାରିବନି : ଶାହ

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀ ସରକାରଙ୍କ ଅଧୀନରେ ଚୀନ୍ ଆମଠାରୁ ଇଞ୍ଚେ ବି ଯାଗା ନେଇପାରିବନି। ଲକ୍ଷ୍ମୀପୁରରେ ଏକ ନିର୍ବାଚନ ରାଲିରେ ଉଦବୋଧନ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଏହି ଟିପ୍ପଣୀ ଦେଇଛନ୍ତି। ଶାହ କହିଛନ୍ତି, ୧୯୬୨ ଚୀନ୍‌ ଆକ୍ରମଣ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଆସାମ ଏବଂ ଅରୁଣାଚଳ ପ୍ରଦେଶକୁ ଯେଭଳି ବାଏ ବା‌ଏ କହିଥିଲେ ତାହା ଲୋକମାନେ କେବେ ବି ଭୁଲିବେନାହିଁ। ଶାହ କହିଛନ୍ତି, କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ସରକାର […]

Samaya Live Picture
Published On

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀ ସରକାରଙ୍କ ଅଧୀନରେ ଚୀନ୍ ଆମଠାରୁ ଇଞ୍ଚେ ବି ଯାଗା ନେଇପାରିବନି। ଲକ୍ଷ୍ମୀପୁରରେ ଏକ ନିର୍ବାଚନ ରାଲିରେ ଉଦବୋଧନ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଏହି ଟିପ୍ପଣୀ ଦେଇଛନ୍ତି। ଶାହ କହିଛନ୍ତି, ୧୯୬୨ ଚୀନ୍‌ ଆକ୍ରମଣ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଆସାମ ଏବଂ ଅରୁଣାଚଳ ପ୍ରଦେଶକୁ ଯେଭଳି ବାଏ ବା‌ଏ କହିଥିଲେ ତାହା ଲୋକମାନେ କେବେ ବି ଭୁଲିବେନାହିଁ। ଶାହ କହିଛନ୍ତି, କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ସରକାର ବାଂଲାଦେଶ ସହ ଦେଶର ସୀମାକୁ ସୁରକ୍ଷା ଦେଇଛନ୍ତି ଏବଂ ଅନୁପ୍ରବେଶ ବନ୍ଦ କରିଛନ୍ତି।

Tags: