ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ କଥା ହୋଇଛନ୍ତି। ସୀମାବର୍ତ୍ତି ଜିଲ୍ଲା ଗୁଡ଼ିକରେ ଉତ୍ତେଜନା ଲାଗି ରହିଥିବାବେଳେ ଏଭଳି ସ୍ଥିତିରେ ମୋଦୀ ରାଜ୍ୟର ପ୍ରସ୍ତୁତି ନେଇ ଏବଂ ଅନ୍ୟ ସରକାରୀ କାର୍ଯ୍ୟକ୍ରମ ନେଇ ଆଲୋଚନା କରିଛନ୍ତି। ମୋଦୀ ମଧ୍ୟ ସୀମାବର୍ତ୍ତି ଜିଲ୍ଲା ବନାସକାଣ୍ଠା, ପଟାନ, କଚ୍ଛ ଏବଂ ଜାମନଗର ଜିଲ୍ଲାରେ ଲୋକମାନଙ୍କ ସ୍ଥିତି ସମୀକ୍ଷା କରିଛନ୍ତି।

Tags: