କୋଟାରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା, ଚଳିତ ବର୍ଷର ପଞ୍ଚମ ମାମଲା

ଜୟପୁର : ରାଜସ୍ଥାନର କୋଟାରେ ନିଟ୍ ପାଇଁ ପ୍ରସ୍ତୁତ ହେଉଥିବା ଗୁଜରାଟର ଜଣେ ୨୪ ବର୍ଷୀୟ ଛାତ୍ରୀ ବୁଧବାର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କୋଟାରେ ଚଳିତ ବର୍ଷ ଏହା ହେଉଛି ପଞ୍ଚମ ଘଟଣା। ସକାଳ ୯ଟା ପର୍ଯ୍ୟନ୍ତ ସେ କବାଟ ନ ଖୋଲିବାରୁ ଏହି ଘଟଣା ସାମ୍ନାକୁ ଆସିଥିବା ପୁଲିସ ଅଧିକାରୀମାନେ କହିଛନ୍ତି। କବାଟ ଖୋଲିବା ପରେ କର୍ତ୍ତୃପକ୍ଷ ହଷ୍ଟେଲ ରୁମରେ ଛାତ୍ରୀଙ୍କ ମୃତଦେହ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଛାତ୍ରଙ୍କ ପରିବାର କୋଟାରେ […]

Samaya Live Picture
Published On

ଜୟପୁର : ରାଜସ୍ଥାନର କୋଟାରେ ନିଟ୍ ପାଇଁ ପ୍ରସ୍ତୁତ ହେଉଥିବା ଗୁଜରାଟର ଜଣେ ୨୪ ବର୍ଷୀୟ ଛାତ୍ରୀ ବୁଧବାର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କୋଟାରେ ଚଳିତ ବର୍ଷ ଏହା ହେଉଛି ପଞ୍ଚମ ଘଟଣା। ସକାଳ ୯ଟା ପର୍ଯ୍ୟନ୍ତ ସେ କବାଟ ନ ଖୋଲିବାରୁ ଏହି ଘଟଣା ସାମ୍ନାକୁ ଆସିଥିବା ପୁଲିସ ଅଧିକାରୀମାନେ କହିଛନ୍ତି। କବାଟ ଖୋଲିବା ପରେ କର୍ତ୍ତୃପକ୍ଷ ହଷ୍ଟେଲ ରୁମରେ ଛାତ୍ରୀଙ୍କ ମୃତଦେହ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଛାତ୍ରଙ୍କ ପରିବାର କୋଟାରେ ପହଞ୍ଚିବା ପରେ ଅଧିକ ତଦନ୍ତ କରାଯିବ ବୋଲି ପୁଲିସ କହିଛି। ହଷ୍ଟେଲ ରୁମ୍‌ରେ କୌଣସି ସୁଇସାଇଡ୍ ନୋଟ୍ ନଥିବା ପୁଲିସ କହିଛି।

Tags: