କେନ୍ଦ୍ରକୁ ଟାର୍ଗେଟ୍ କଲେ ଲାଲୁ
ନୂଆଦିଲ୍ଲୀ : ବାଲେଶ୍ବରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପାଇଁ ଦେଶର ପୂର୍ବତନ ରେଳ ମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଗଭୀର ଶୋକ ପ୍ରକାଶ କରିଛନ୍ତି। ଲାଲୁ କହିଛନ୍ତି, ବାଲେଶ୍ବର ରେଳ ଦୁର୍ଘଟଣା ହୃଦୟବିଦାରକ ଏବଂ ଅତ୍ୟନ୍ତ ଭୟଙ୍କର। ରେଳବାଇରେ ଏହା ଏକ ବିରାଟ ତ୍ରୁଟି। ଉକ୍ତ ଘଟଣାରେ ତଦନ୍ତ ହେବା ଉଚିତ ଏବଂ ଦୁର୍ଘଟଣା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଭାରତୀୟ ରେଳବାଇରେ ଏଭଳି ସ୍ଥିତି […]
ନୂଆଦିଲ୍ଲୀ : ବାଲେଶ୍ବରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପାଇଁ ଦେଶର ପୂର୍ବତନ ରେଳ ମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଗଭୀର ଶୋକ ପ୍ରକାଶ କରିଛନ୍ତି। ଲାଲୁ କହିଛନ୍ତି, ବାଲେଶ୍ବର ରେଳ ଦୁର୍ଘଟଣା ହୃଦୟବିଦାରକ ଏବଂ ଅତ୍ୟନ୍ତ ଭୟଙ୍କର। ରେଳବାଇରେ ଏହା ଏକ ବିରାଟ ତ୍ରୁଟି। ଉକ୍ତ ଘଟଣାରେ ତଦନ୍ତ ହେବା ଉଚିତ ଏବଂ ଦୁର୍ଘଟଣା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଭାରତୀୟ ରେଳବାଇରେ ଏଭଳି ସ୍ଥିତି ପାଇଁ ଲାଲୁ ବିଜେପି ନେତୃତ୍ବାଧୀନ ଏନ୍ଡିଏ ସରକାରକୁ ଦାୟୀ କରିଛନ୍ତି।




