କିମ୍ବଦନ୍ତୀ ଗାୟକ ପଙ୍କଜ ଉଧାସଙ୍କ ପରଲୋକ

ନୂଆଦିଲ୍ଲୀ : କିମ୍ବଦନ୍ତୀ ଗାୟକ ପଙ୍କଜ ଉଧାସଙ୍କର ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ଆଜି ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ‘ଚିଠି ଆୟି ହେ‘ ଭଳି କେତେକ ସ୍ମରଣୀୟ ଗୀତ ସେ ଗାଇଛନ୍ତି। ତାଙ୍କର ଚିର ସବୁଜ ଗଜଲ ଗୁଡ଼ିକ […]

Samaya Live Picture
Published On

ନୂଆଦିଲ୍ଲୀ : କିମ୍ବଦନ୍ତୀ ଗାୟକ ପଙ୍କଜ ଉଧାସଙ୍କର ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ଆଜି ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ‘ଚିଠି ଆୟି ହେ‘ ଭଳି କେତେକ ସ୍ମରଣୀୟ ଗୀତ ସେ ଗାଇଛନ୍ତି। ତାଙ୍କର ଚିର ସବୁଜ ଗଜଲ ଗୁଡ଼ିକ ମଧ୍ୟରେ ରହିଛି ‘ଚାନ୍ଦନି ରାତ ମେଁ, ନା କଜରେ କି ଧାର, ଔର ଆହିସ୍ତା କିଜିଏ ବାତେଁ, ଏକ ତରଫ ଉସକା ଘର ଏବଂ ଥୋଡ଼ି ଥୋଡ଼ି ପିୟା କରୋ’

Tags: