କାହାକୁ କେଉଁ ବିଭାଗ ମିଳିଲା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ, ଆଣବିକ ଶକ୍ତି ଏବଂ ମହାକାଶ କ୍ୟାବିନେଟ ମନ୍ତ୍ରୀ ରାଜନାଥ ସିଂହ ପ୍ରତିରକ୍ଷା ଅମିତ ଶାହ ଗୃହ ଓ ସମବାୟ ନୀତିନ ଗଡ଼କରୀ ରାଜପଥ ଓ ସଡ଼କ ପରିବହନ ଜେପି ନଡ୍ଡା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଶିବରାଜ ସିଂହ ଚୌହାନ କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ ନିର୍ମଳା ସୀତାରମଣ ଅର୍ଥ ଓ କମ୍ପାନି ବ୍ୟାପାର ଡ. ଏସ୍ ଜୟଶଙ୍କର ବୈଦେଶିକ ବ୍ୟାପାର ମନୋହରଲାଲ […]
ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦୀ କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ, ଆଣବିକ ଶକ୍ତି ଏବଂ ମହାକାଶ
କ୍ୟାବିନେଟ ମନ୍ତ୍ରୀ
ରାଜନାଥ ସିଂହ ପ୍ରତିରକ୍ଷା
ଅମିତ ଶାହ ଗୃହ ଓ ସମବାୟ
ନୀତିନ ଗଡ଼କରୀ ରାଜପଥ ଓ ସଡ଼କ ପରିବହନ
ଜେପି ନଡ୍ଡା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ
ଶିବରାଜ ସିଂହ ଚୌହାନ କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ
ନିର୍ମଳା ସୀତାରମଣ ଅର୍ଥ ଓ କମ୍ପାନି ବ୍ୟାପାର
ଡ. ଏସ୍ ଜୟଶଙ୍କର ବୈଦେଶିକ ବ୍ୟାପାର
ମନୋହରଲାଲ ଖଟ୍ଟର ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ, ଶକ୍ତି
ଏଚ୍ଡି କୁମାରସ୍ବାମୀ ଭାରୀ ଶିଳ୍ପ ଓ ଇସ୍ପାତ
ପୀୟୂଷ ଗୋୟଲ ବାଣିଜ୍ୟ ଓ ଶିଳ୍ପ
ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା
ଜିତନ ରାମ ମାଞ୍ଝି ଏମ୍ଏସ୍ଏମ୍ଇ
ରାଜୀବ ରଂଜନ (ଲଲନ) ସିଂହ ପଞ୍ଚାୟତିରାଜ, ମତ୍ସ୍ୟ, ପ୍ରାଣୀ ସଂପଦ ଓ ଦୁଗ୍ଧ
ସର୍ବାନନ୍ଦ ସୋନୋୱାଲ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ
କିଞ୍ଜାରାପୁ ରାମ ମୋହନ ନାଇଡୁ ବେସାମରିକ ବିମାନ ଚଳାଚଳ
ଡ. ବୀରେନ୍ଦ୍ର କୁମାର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ
ଜୁଏଲ ଓରାମ ଆଦିବାସୀ ବ୍ୟାପାର
ପ୍ରହଲ୍ଲାଦ ଯୋଶୀ ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ, ନବୀନ ଓ ଅକ୍ଷୟ ଶକ୍ତି
ଅଶ୍ବିନୀ ବୈଷ୍ଣବ ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି
ଗିରିରାଜ ସିଂହ ବୟନଶିଳ୍ପ
ଜ୍ୟୋତିରାଦିତ୍ୟ ସିନ୍ଧିଆ ଯୋଗାଯୋଗ, ଉତ୍ତର ପୂର୍ବାଞ୍ଚଳ ବିକାଶ
ଭୂପେନ୍ଦ୍ର ଯାଦବ ପରିବେଶ ଓ ଜଙ୍ଗଲ
ଗଜେନ୍ଦ୍ର ସିଂହ ଶେଖାୱତ ପର୍ଯ୍ୟଟନ ଓ ସଂସ୍କୃତି
ଅନ୍ନପୂର୍ଣ୍ଣା ଦେବୀ ମହିଳା ଓ ଶିଶୁ ବିକାଶ
କିରେନ ରିଜିଜୁ ସଂସଦୀୟ ବ୍ୟାପାର ଓ ସଂଖ୍ୟାଲଘୁ
ମନସୁଖ ମାଣ୍ଡଭୀୟ ଶ୍ରମ ଓ ନିଯୁକ୍ତି, କ୍ରୀଡ଼ା ଓ ଯୁବ ବ୍ୟାପାର
ହରଦୀପ ସିଂହ ପୁରୀ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ
ଜି କିଷାନ ରେଡ୍ଡୀ କୋଇଲା ଓ ଖଣି
ଚିରାଗ ପାସ୍ବାନ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ
ସିଆର୍ ପାଟିଲ ଜଳ ଶକ୍ତି
ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ)
ରାଓ ଇନ୍ଦ୍ରଜିତ ସିଂହ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ, ଯୋଜନା (ସ୍ବାଧୀନ) , ସଂସ୍କୃତି
ଡ. ଜିତେନ୍ଦ୍ର ସିଂହ ବିଜ୍ଞାନ ଓ ପ୍ରଯୁକ୍ତି; ଭୂବିଜ୍ଞାନ(ସ୍ବାଧୀନ); ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ; କାର୍ମିକ,ସାଧାରଣ ଅଭିଯୋଗ ଓ ପେନସନ; ଆଣବିକ ଶକ୍ତି; ମହାକାଶ ବିଭାଗ
ଅର୍ଜୁନ ରାମ ମେଘୱାଲ ଆଇନ ଓ ନ୍ୟାୟ (ସ୍ବାଧୀନ), ସଂସଦୀୟ ବ୍ୟାପାର
ପ୍ରତାପରାଓ ଯାଦବ ଆୟୁଷ(ସ୍ବାଧୀନ), ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ
ଜୟନ୍ତ ଚୌଧୁରୀ ଦକ୍ଷତା ବିକାଶ ଏବଂ ଉଦ୍ୟମିତା (ସ୍ବାଧୀନ), ଶିକ୍ଷା
ରାଷ୍ଟ୍ରମନ୍ତ୍ରୀ
ଜିତିନ ପ୍ରସାଦ ବାଣିଜ୍ୟ ଓ ଶିଳ୍ପ, ଇଲେକ୍ଟ୍ରୋନିକ୍ସ ଓ ଆଇଟି
ଶ୍ରୀପଦ ନାଏକ ଶକ୍ତି, ନବୀନ ଓ ଅକ୍ଷୟ ଶକ୍ତି
ପଙ୍କଜ ଚୌଧାରୀ ଅର୍ଥ
କିଷାନ ପାଲ ଗୁର୍ଜର ସମବାୟ
ରାମଦାସ ଅଠାୱାଲେ(ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ (ଅଠାୱାଲେ) ସାମାଜିକ ନ୍ୟାୟ ଓ ସଶକ୍ତୀକରଣ
ନିତ୍ୟାନନ୍ଦ ରାଏ ଗୃହ
ଅନୁପ୍ରିୟା ପଟେଲ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ରସାୟନ ଓ ସାର
ଭି ସୋମନ୍ନା ଜଳ ଶକ୍ତି, ରେଳ
ଚନ୍ଦ୍ରଶେଖର ପେମାସାନି ଗ୍ରାମୀଣ ବିକାଶ ଓ ଯୋଗାଯୋଗ
ଏସ୍ପି ସିଂହ ବଘେଲ ମତ୍ସ୍ୟ, ପ୍ରାଣୀ ସଂପଦ ଏବଂ ଦୁଗ୍ଧ, ପଞ୍ଚାୟତିରାଜ
ଶୋଭା କରଣ୍ଡଲାଜେ ଏମ୍ଏସ୍ଏମ୍ଇ, ଶ୍ରମ ଓ ନିଯୁକ୍ତି
କୀର୍ତ୍ତି ବର୍ଦ୍ଧନ ସିଂହ ପରିବେଶ,ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ, ବୈଦେଶିକ ବ୍ୟାପାର
ବିଏଲ୍ ବର୍ମା ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ
ଶାନ୍ତନୁ ଠାକୁର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ
କମଲେଶ ପାସ୍ବାନ ଗ୍ରାମୀଣ ବିକାଶ
ବନ୍ଦୀ ସଂଜୟ କୁମାର ଗୃହ
ଅଜୟ ଟମଟା ସଡ଼କ ପରିବହନ ଓ ରାଜପଥ
ଏଲ୍ ମୁରୁଗାନ ସୂଚନା ଓ ପ୍ରସାରଣ, ସଂସଦୀୟ ବ୍ୟାପାର
ସୁରେଶ ଗୋପୀ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ, ପର୍ଯ୍ୟଟନ
ରବନୀତ ସିଂହ ବିଟ୍ଟୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ରେଳ
ସଂଜୟ ସେଠ୍ ପ୍ରତିରକ୍ଷା
ରକ୍ଷା ଖଡ଼୍ସେ କ୍ରୀଡ଼ା ଓ ଯୁବ ବ୍ୟାପାର
ଭାଗିରଥ ଚୌଧାରୀ କୃଷି ଓ କୃଷକ କଲ୍ୟାଣ
ସତୀଶ ଚନ୍ଦ୍ର ଦୁବେ କୋଇଲା ଓ ଖଣି
ଦୁର୍ଗାଦାସ ଉଇକେ ଆଦିବାସୀ ବ୍ୟାପାର
ସୁକାନ୍ତ ମଜୁମଦାର ଶିକ୍ଷା, ଉତ୍ତର ପୂର୍ବାଞ୍ଚଳ ବିକାଶ
ସାବିତ୍ରୀ ଠାକୁର ମହିଳା ଓ ଶିଶୁ ବିକାଶ
ତୋଖନ ସାହୁ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ
ରାଜ ଭୂଷଣ ଚୌଧାରୀ ଜଳ ଶକ୍ତି
ଭୂପତି ରାଜୁ ଶ୍ରୀନିବାସ ବର୍ମା ଭାରୀ ଶିଳ୍ପ ଓ ଇସ୍ପାତ
ହର୍ଷ ମାଲହୋତ୍ରା ସଡ଼କ ପରିବହନ ଓ ରାଜପଥ, ସମବାୟ ବ୍ୟାପାର
ନିମୁବେନ ବାମ୍ଭାଣିୟା ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ
ମୁରଲୀଧର ମୋହୋଲ ସମବାୟ ଓ ବେସାମରିକ ବିମାନ ଚଳାଚଳ
ଜର୍ଜ କୁରିଆନ ସଂଖ୍ୟାଲଘୁ ବ୍ୟାପାର, ମତ୍ସ୍ୟ, ପ୍ରାଣୀ ସଂପଦ ଓ ଦୁଗ୍ଧ
ପବିତ୍ର ମାର୍ଘେରିତା ବୈଦେଶିକ ବ୍ୟାପାର, ବୟନଶିଳ୍ପ




