କାଶ୍ମୀରରେ ୪.୯ ତୀବ୍ରତାର ଭୂକମ୍ପ
ଶ୍ରୀନଗର: ଆଜି ସକାଳେ ଜମ୍ମୁ ଓ କାଶ୍ମୀରରେ ୪.୯ ତୀବ୍ରତାର ଭୂକମ୍ପ ହୋଇଛି। ସୂଚନାନୁଯାୟୀ ଭୋର୍ ୫.୩୮ ମିନିଟ୍ରେ କାଶ୍ମୀରର ଡୋଡ଼ା ଜିଲ୍ଲାରେ ଏହି ଭୂମିକମ୍ପ ହୋଇଛି। ଦୋଦା ଜିଲ୍ଲାରେ ୧୦ କିମି ଗଭୀରତାରେ ଭୂକମ୍ପର କେନ୍ଦ୍ରସ୍ଥଳ। ଉଲ୍ଲେଖଯୋଗ୍ୟ ଯେ ଗତ ଜୁନ୍ ୧୩ରେ କାଶ୍ମୀରରେ ୫.୪ ତୀବ୍ରତାର ଭୂକମ୍ପ ହୋଇଥିଲା। ରବିବାର ରାତିରେ ଭାରତର ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୫.୩ ତୀବ୍ରତାର ଭୂମିକମ୍ପ ହୋଇଛି। ଭୂଗର୍ଭର ୭୦ କିଲୋମିଟର୍ ଗଭୀରରେ ରାତି ପ୍ରାୟ ୭.୩୯ରେ […]
ଶ୍ରୀନଗର: ଆଜି ସକାଳେ ଜମ୍ମୁ ଓ କାଶ୍ମୀରରେ ୪.୯ ତୀବ୍ରତାର ଭୂକମ୍ପ ହୋଇଛି। ସୂଚନାନୁଯାୟୀ ଭୋର୍ ୫.୩୮ ମିନିଟ୍ରେ କାଶ୍ମୀରର ଡୋଡ଼ା ଜିଲ୍ଲାରେ ଏହି ଭୂମିକମ୍ପ ହୋଇଛି। ଦୋଦା ଜିଲ୍ଲାରେ ୧୦ କିମି ଗଭୀରତାରେ ଭୂକମ୍ପର କେନ୍ଦ୍ରସ୍ଥଳ। ଉଲ୍ଲେଖଯୋଗ୍ୟ ଯେ ଗତ ଜୁନ୍ ୧୩ରେ କାଶ୍ମୀରରେ ୫.୪ ତୀବ୍ରତାର ଭୂକମ୍ପ ହୋଇଥିଲା। ରବିବାର ରାତିରେ ଭାରତର ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୫.୩ ତୀବ୍ରତାର ଭୂମିକମ୍ପ ହୋଇଛି। ଭୂଗର୍ଭର ୭୦ କିଲୋମିଟର୍ ଗଭୀରରେ ରାତି ପ୍ରାୟ ୭.୩୯ରେ ଏହି ଭୂକମ୍ପ ହୋଇଥିଲା।




