କାଶ୍ମୀରରେ ଖାଇକୁ ଗାଡ଼ି ଖସି ୬ ମୃତ

ଶ୍ରୀନଗର : କାଶ୍ମୀରର କିସ୍ତୱଡ଼ରେ ଆଜି ଖାଇକୁ ଏକ ଗାଡ଼ି ଖସି ୬ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୭ ଜଣ ଆହତ ହୋଇଛନ୍ତି। ଡଙ୍ଗଡ଼ୁରୁ ପାୱାର ପ୍ରୋଜେକ୍ଟ କର୍ମଚାରୀଙ୍କୁ ଧରି ଯାଉଥିବା ଏକ ଗାଡ଼ି ଆଜି କିସ୍ତୱଡ଼ରେ ଖାଇକୁ ଖସି ପଡ଼ିଛି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡଙ୍ଗଡ଼ୁରୁ ଡ୍ୟାମ ସାଇଟ୍‌ରେ ଏହି ଦୁର୍ଘଟଣା ହୋଇଛି। କିସ୍ତୱଡ଼ ପୁଲିସ ଦୁର୍ଘଟଣା ‌ହୋଇଥିବା ସ୍ପଷ୍ଟ କରିଛି। ଆହତମାନଙ୍କୁ ଚିକିତ୍ସା କରାଯାଉଛି ବୋଲି ପୁଲିସ କହିଛି।

Samaya Live Picture
Published On

Tags: