କର୍ଣ୍ଣାଟକ ବିଜେପି ଅଫିସରେ ନାଗସାପ

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକରେ ବିଧାନସଭା ଭୋଟ୍ ଗଣନା ଚାଲିଥିବା ବେଳେ ଶିଗାଓଁ ସ୍ଥିତ ‘ବିଜେପି’ କ୍ୟାମ୍ପ୍ ଅଫିସ୍ ପରିସରକୁ ନାଗସାପ ପଶି ଆସିଥିଲା।ସକାଳେ ଉକ୍ତ କ୍ୟାମ୍ପ୍ ଅଫିସରେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ଆସି ପହଞ୍ଚିବା ମାତ୍ରେ ସେଠାରେ ନାଗସାପଟିଏ ପଶିଥିବାର ଦେଖାଯାଇଥିଲା। ନାଗସାପଟି ଯାଉଥିବା ବେଳେ ଉପସ୍ଥିତ ଲୋକେ ପାଟିତୁଣ୍ଡ କରି ବଡ଼ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିଥିଲେ। ପରେ ଉକ୍ତ ନାଗସାପଟିକୁ ଧରାଯାଇ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଫିସ୍ ପରିସରକୁ ନିରାପଦ ବୋଲି ସୁନିଶ୍ଚିତ କରାଯାଇଥିଲା।

Samaya Live Picture
Published On

Tags: