କର୍ଣ୍ଣାଟକରେ ଦୁର୍ଘଟଣାଗ୍ରସ୍ତ ବାୟୁସେନାର ସୂର୍ଯ୍ୟ କିରଣ ତାଲିମ ବିମାନ
ନୂଆଦିଲ୍ଲୀ : କର୍ଣ୍ଣାଟକର ଚାମରାଜନଗରରେ ଆଜି ଭାରତୀୟ ବାୟୁୁସେନାର ଏକ ସୂର୍ଯ୍ୟ କିରଣ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଛି। ରୁଟିନ ଉଡ଼ାଣ ସମୟରେ ଆଜି ଏହି ଦୁର୍ଘଟଣା ହୋଇଛି। ବିମାନରେ ଥିବା ୨ ଜଣ ପାଇଲଟ ସୁରକ୍ଷିତ ଅଛନ୍ତି। ଦୁର୍ଘଟଣା ପୂର୍ବରୁ ସେମାନେ ବିମାନରୁ ବାହାରି ଆସିଥିଲେ। ଦୁର୍ଘଟଣାର କାରଣ କ’ଣ ଜାଣିବାପାଇଁ କୋର୍ଟ ଅଫ୍ ଏନ୍କ୍ବାରି ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Tags: