ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ । ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ । ବୋମା ଆତଙ୍କ ପରେ ଥାଇଲାଣ୍ଡ ବିମାନ ବନ୍ଦରରେ ଜରୁରୀ କାଳୀନ ଅବତରଣ କଲା ବିମାନ । ଏୟାର ଇଣ୍ଡିଆ ଏଆଇ ୩୭୯ ବିମାନଟି ଫୁକେଟରୁ ନୂଆଦିଲ୍ଲୀ ଅଭିମୁଖେ ଆସୁଥିବା ବେଳେ ଥାଇଲାଣ୍ଡରେ ଜରୁରୀ ଅବତରଣ କରିଛି । ଏଥିରେ ଥିବା ସମସ୍ତ ୧୫୬ ଯାତ୍ରୀ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।

Tags: