ଏର୍ଡୋଗାନ ପୁନର୍ବାର ତୁର୍କୀ ରାଷ୍ଟ୍ରପତି ନିର୍ବାଚିତ

ଅଙ୍କାରା: ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଡୋଗାନ ୨୦୨୩ ନିର୍ବାଚନରେ ପୁଣିଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ୬୯ ବର୍ଷୀୟ ଏର୍ଡୋଗାନ ଅଦ୍ୟାବଧି ୨୦ ବର୍ଷ ହେଲା କ୍ଷମତାରେ ରହିଥିବା ବେଳେ ସେ ଆଉ ୫ ବର୍ଷ ପାଇଁ ଶାସନ କ୍ଷମତାରେ ରହିବାକୁ ଯାଉଛନ୍ତି। ରବିବାର ନିର୍ବାଚନର ଫଳ ପ୍ରକାଶ ପାଇବା ସହ ଏର୍ଡୋଗାନ ବିଜୟୀ ହୋଇଛନ୍ତି। ଏର୍ଡୋଗାନଙ୍କୁ ୫୨ ପ୍ରତିଶତ ଭୋଟ୍‌ ମିଳିଥିବାବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀଙ୍କୁ ୪୮ ପ୍ରତିଶତ ଭୋଟ୍‌ ମିଳିଛି।

Samaya Live Picture
Published On

Tags: