ଏପ୍ରିଲ ୨୪ରେ ଅତିକ ଅହମଦ ହତ୍ୟା ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଏପ୍ରିଲ ୨୪ ତାରିଖରେ ସୁପ୍ରିମକୋର୍ଟ ଅତିକ ଅହମଦ ହତ୍ୟା ମାମଲାର ଶୁଣାଣି କରିବେ। ଅତିକ ଅହମଦ ହତ୍ୟା ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ନିରପେକ୍ଷ କମିଟି ଗଠନ କରିବାପାଇଁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ପିଆଇଏଲ୍ ଉପରେ କୋର୍ଟ ଆସନ୍ତା ୨୪ ତାରିଖରେ ଶୁଣାଣି କରିବେ ବୋଲି କହିଛନ୍ତି। ଓକିଲ ବିଶାଲ ତିୱାରୀଙ୍କ ଦ୍ବାରା ଏହି ପିଟିସନ ଦାଖଲ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ୧୫ ତାରିଖରେ ଗ୍ୟାଙ୍ଗଷ୍ଟର […]
ନୂଆଦିଲ୍ଲୀ: ଏପ୍ରିଲ ୨୪ ତାରିଖରେ ସୁପ୍ରିମକୋର୍ଟ ଅତିକ ଅହମଦ ହତ୍ୟା ମାମଲାର ଶୁଣାଣି କରିବେ। ଅତିକ ଅହମଦ ହତ୍ୟା ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ନିରପେକ୍ଷ କମିଟି ଗଠନ କରିବାପାଇଁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ପିଆଇଏଲ୍ ଉପରେ କୋର୍ଟ ଆସନ୍ତା ୨୪ ତାରିଖରେ ଶୁଣାଣି କରିବେ ବୋଲି କହିଛନ୍ତି। ଓକିଲ ବିଶାଲ ତିୱାରୀଙ୍କ ଦ୍ବାରା ଏହି ପିଟିସନ ଦାଖଲ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ୧୫ ତାରିଖରେ ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଏବଂ ତା’ ଭାଇ ଅସରଫକୁ ଗୁଳି କରି ହତ୍ୟା କରାଯାଇଥିଲା।




