ଇପିଏସ, ଆନ୍ନାମଲାଇଙ୍କ ବିରୋଧରେ ମାନହାନି ମାମଲା ରୁଜୁ କଲେ ଷ୍ଟାଲିନ

ନୂଆଦିଲ୍ଲୀ : ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏଆଇଏଡିଏମକେର ଇକେ ପଲାନିସ୍ବାମୀ, ରାଜ୍ୟ ବିଜେପି ମୁଖ୍ୟ କେ ଆନ୍ନାମଲାଇଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଛନ୍ତି। ପଲାନିସ୍ବାମୀ ଏବଂ ଆନ୍ନାମଲାଇ ଷ୍ଟାଲିନଙ୍କୁ ଏକ ଅନ୍ତର୍ଜାତୀୟ ଡ୍ରଗ୍ସ ଚୋରାଚାଲାଣ ରାକେଟରେ ଯୋଡ଼ିଥିବାରୁ ସେ ଉକ୍ତ ଘଟଣାରେ ଉପରୋକ୍ତ ୨ ନେତାଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସରକାରୀ ଓକିଲ ଅପରାଧିକ ମାନହାନି ମାମଲା ରୁଜୁ କରିଛନ୍ତି। ମାମଲାରେ ଏହା ଦର୍ଶାଯାଇଛି ଯେ ଅଭିଯୁକ୍ତ ରାଜନୈତିକ […]

Samaya Live Picture
Published On

ନୂଆଦିଲ୍ଲୀ : ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏଆଇଏଡିଏମକେର ଇକେ ପଲାନିସ୍ବାମୀ, ରାଜ୍ୟ ବିଜେପି ମୁଖ୍ୟ କେ ଆନ୍ନାମଲାଇଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଛନ୍ତି। ପଲାନିସ୍ବାମୀ ଏବଂ ଆନ୍ନାମଲାଇ ଷ୍ଟାଲିନଙ୍କୁ ଏକ ଅନ୍ତର୍ଜାତୀୟ ଡ୍ରଗ୍ସ ଚୋରାଚାଲାଣ ରାକେଟରେ ଯୋଡ଼ିଥିବାରୁ ସେ ଉକ୍ତ ଘଟଣାରେ ଉପରୋକ୍ତ ୨ ନେତାଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସରକାରୀ ଓକିଲ ଅପରାଧିକ ମାନହାନି ମାମଲା ରୁଜୁ କରିଛନ୍ତି। ମାମଲାରେ ଏହା ଦର୍ଶାଯାଇଛି ଯେ ଅଭିଯୁକ୍ତ ରାଜନୈତିକ ଶତ୍ରୁତା ଦ୍ବାରା ପରିଚାଳିତ ଏବଂ ମାନହାନି ଅଭିଯୋଗ ଦ୍ବାରା ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଇଛି ।

Tags: