ଇଟାଲି ଡଙ୍ଗାବୁଡ଼ି ଘଟଣାରେ ୪୧ ପ୍ରବାସୀଙ୍କ ମୃତ୍ୟୁ

ରୋମ୍: ଇଟାଲିର ଲାମ୍ପେଦୁସା ଦ୍ବୀପରେ ଏକ ଡଙ୍ଗାବୁଡ଼ି ଘଟଣାରେ ଅତି କମ୍‌‌ରେ ୪୧ ଜଣ ପ୍ରବାସୀ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଟୁନିସିଆର ସ୍ଫାକ୍ସରୁ ଇଟାଲି ଯାଉଥିବା ବେଳେ ଡଙ୍ଗାଟି ଭୂମଧ୍ୟସାଗରରେ ବୁଡ଼ିଯାଇଥିଲା। ଏହି ଅଞ୍ଚଳରେ ଡଙ୍ଗାବୁଡ଼ି ଏକ ସାଧାରଣ ଘଟଣା। ଏହି ବର୍ଷକ ମଧ୍ୟରେ ଉତ୍ତର ଆଫ୍ରିକାରୁ ୟୁରୋପ ଯାଉଥିବା ବେଳେ ଡଙ୍ଗାବୁଡ଼ିରେ ମୋଟ ୧,୮୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି।

Samaya Live Picture
Published On

Tags: