ଇଜିପ୍ଟରୁ ଫେରିବାପରେ ନଡ୍ଡାଙ୍କୁ ପଚାରିଲେ ମୋଦୀ , ‘ଦେଶରେ କ’ଣ ଚାଲିଛି ’

ନୂ୍ଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ ଦିନିଆ ବିଦେଶ ଗସ୍ତ ଶେଷ କରି ଗତକାଲି ରାତିରେ ଭାରତ ଆସି ପହଞ୍ଚିଛନ୍ତି। ଭାରତରେ ପହଞ୍ଚିବାପରେ ମୋଦୀ ବିଜେପି ସଭାପତି ଜେପି ନଡ୍ଡା ଏବଂ ଅନ୍ୟନେତାମାନଙ୍କୁ ପ୍ରଥମେ ପଚାରିଥିଲେ ଭାରତରେ କ’ଣ ଚାଲିଛି। ବିଦେଶ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ମିନାକ୍ଷୀ ଲେଖି, ବିଜେିପ ମୁଖ୍ୟ ଜେପି ନଡ୍ଡା ଗତକାଲି ମୋଦୀଙ୍କୁ ଆଣିବାପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ। ଏହି ସମୟରେ ମୋଦୀ ନଡ୍ଡାଙ୍କୁ ପ୍ରଶ୍ନ କରିଥିଲେ ଭାରତରେ କ’ଣ ଚାଲିଛି। ଉତ୍ତରରେ […]

Samaya Live Picture
Published On

ନୂ୍ଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ ଦିନିଆ ବିଦେଶ ଗସ୍ତ ଶେଷ କରି ଗତକାଲି ରାତିରେ ଭାରତ ଆସି ପହଞ୍ଚିଛନ୍ତି। ଭାରତରେ ପହଞ୍ଚିବାପରେ ମୋଦୀ ବିଜେପି ସଭାପତି ଜେପି ନଡ୍ଡା ଏବଂ ଅନ୍ୟନେତାମାନଙ୍କୁ ପ୍ରଥମେ ପଚାରିଥିଲେ ଭାରତରେ କ’ଣ ଚାଲିଛି। ବିଦେଶ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ମିନାକ୍ଷୀ ଲେଖି, ବିଜେିପ ମୁଖ୍ୟ ଜେପି ନଡ୍ଡା ଗତକାଲି ମୋଦୀଙ୍କୁ ଆଣିବାପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ। ଏହି ସମୟରେ ମୋଦୀ ନଡ୍ଡାଙ୍କୁ ପ୍ରଶ୍ନ କରିଥିଲେ ଭାରତରେ କ’ଣ ଚାଲିଛି। ଉତ୍ତରରେ ନଡ୍ଡା କହିଥିଲେ, ତାଙ୍କ ସରକାରରେ ୯ ବର୍ଷର ରିପୋର୍ଟ କାର୍ଡ ଧରି ନେତାମାନେ ଲୋକଙ୍କ ନିକଟରେ ପହଞ୍ଚିଛନ୍ତି ଏବଂ ଲୋକମାନେ ଏଥିରେ ଖୁବ୍‌ ଖୁସି ଅଛନ୍ତି।

Tags: