ଆସାମ କୋଇଲା ଖଣିରେ ଫସିଥିବା ୯ ଶ୍ରମିକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ମିଳିଲା

ଡିମା ହସାଓ: ଆସାମର ଡିମା ହସାଓ ଜିଲ୍ଲାରେ ଏକ ରାଟ୍‌ ହୋଲ୍‌ କୋଇଲା ଖଣି ଭିତରେ ଫସି ରହିଥିବା ୯ ଜଣ ଖଣି ଖନନକାରୀଙ୍କ ମଧ୍ୟରୁ ବୁଧବାର ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଭାରତୀୟ ସେନାର ଏକ ଟିମ୍‌ ତାଙ୍କୁ ଉଦ୍ଧାର କରିଥିବା ସୂଚନା ରହିଛି। ସେନା ଏବଂ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ୍) ସମେତ ଏକାଧିକ ଏଜେନ୍ସି ଖଣିରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ ଜାରି ରଖିଛନ୍ତି। ଏବେ ସୁଦ୍ଧା […]

Samaya Live Picture
Published On

ଡିମା ହସାଓ: ଆସାମର ଡିମା ହସାଓ ଜିଲ୍ଲାରେ ଏକ ରାଟ୍‌ ହୋଲ୍‌ କୋଇଲା ଖଣି ଭିତରେ ଫସି ରହିଥିବା ୯ ଜଣ ଖଣି ଖନନକାରୀଙ୍କ ମଧ୍ୟରୁ ବୁଧବାର ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଭାରତୀୟ ସେନାର ଏକ ଟିମ୍‌ ତାଙ୍କୁ ଉଦ୍ଧାର କରିଥିବା ସୂଚନା ରହିଛି। ସେନା ଏବଂ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ୍) ସମେତ ଏକାଧିକ ଏଜେନ୍ସି ଖଣିରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ ଜାରି ରଖିଛନ୍ତି। ଏବେ ସୁଦ୍ଧା ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୃତ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ନୌସେନା ଡାଇଭର ମୁତୟନ ହୋଇଛନ୍ତି

Tags: