ଆରବିଆଇ ର ରେପୋ ରେଟ୍ ବୃଦ୍ଧି : ଜାଣନ୍ତୁ କେତେ ବୃଦ୍ଧି ପାଇବ ଗୃହ ଋଣ ଇଏମଆଇ
ଆରବିଆଇ ର ରେପୋ ରେଟ୍ ବୃଦ୍ଧି : ଜାଣନ୍ତୁ କେତେ ବୃଦ୍ଧି ପାଇବ ଗୃହ ଋଣ ଇଏମଆଇ ରେପୋ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେପୋ ରେଟ୍ ବୃଦ୍ଧି କରିବାକୁ ଘୋଷଣା କରିଛି ଜଈଓ( ଜରଗ୍ଦରକ୍ସଙ୍ଖର ଈବଦ୍ଭଳ କ୍ଟଲ ଓଦ୍ଭୟସବ) ଓ ରେପୋ ରେଟ୍ ୦.୫୦% ବଢ଼ାଇବା ଲାଗି ନିଷ୍ପତ୍ତି ନିଆଯାଇଛି। ଫଳରେ ରେପୋ ରେଟ୍ ୪.୯୦%ରୁ ବୃଦ୍ଧି ପାଇ ୫.୪୦%ରେ ପହଞ୍ଚିଛି। ମୁଦ୍ରାସ୍ଫିତି ସମୀକ୍ଷା ବୈଠକରେ ଜଈଓ ଗଭର୍ଣ୍ଣର ଏହି ସୂଚନା ଦେଇଛନ୍ତି। ରେପୋ ରେଟ୍ ବୃଦ୍ଧି […]
ଆରବିଆଇ ର ରେପୋ ରେଟ୍ ବୃଦ୍ଧି : ଜାଣନ୍ତୁ କେତେ ବୃଦ୍ଧି ପାଇବ ଗୃହ ଋଣ ଇଏମଆଇ
ରେପୋ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେପୋ ରେଟ୍ ବୃଦ୍ଧି କରିବାକୁ ଘୋଷଣା କରିଛି ଜଈଓ( ଜରଗ୍ଦରକ୍ସଙ୍ଖର ଈବଦ୍ଭଳ କ୍ଟଲ ଓଦ୍ଭୟସବ) ଓ ରେପୋ ରେଟ୍ ୦.୫୦% ବଢ଼ାଇବା ଲାଗି ନିଷ୍ପତ୍ତି ନିଆଯାଇଛି। ଫଳରେ ରେପୋ ରେଟ୍ ୪.୯୦%ରୁ ବୃଦ୍ଧି ପାଇ ୫.୪୦%ରେ ପହଞ୍ଚିଛି। ମୁଦ୍ରାସ୍ଫିତି ସମୀକ୍ଷା ବୈଠକରେ ଜଈଓ ଗଭର୍ଣ୍ଣର ଏହି ସୂଚନା ଦେଇଛନ୍ତି।
ରେପୋ ରେଟ୍ ବୃଦ୍ଧି ଯୋଗୁଁ ଏହା ସିଧାସଳଖ ପ୍ରଭାବ ଗୃହ ଋଣ କିସ୍ତି ବୃଦ୍ଧି ଉପରେ ପଡ଼ିବାକୁ ଯାଉଛି ଓ କାରଣ ମୁଦ୍ରାସ୍ଫୀତି ହ୍ରାସ କରିବା ପାଇଁ ରିଜର୍ଭ ବ୍ୟାଙ୍କ ରେପୋ ହାର ବୃଦ୍ଧି କରିଛି। ରେପୋ ରେଟ୍ ବୃଦ୍ଧି ଯୋଗୁ ଋଗଓ ଓ ଋଣ ମହଙ୍ଗା ହେବ ବୋଲି ସୂଚନା ମିଳିଛି। କାରଣ ଜଈଓର ଏହି ନିଷ୍ପତ୍ତି ପରେ ସରକାରୀ ବ୍ୟାଙ୍କଠୁ ଆରମ୍ଭ କରି ପ୍ରାଇଭେଟ୍ ବ୍ୟାଙ୍କ ଓ ହାଉସିଙ୍ଗ କମ୍ପାନୀ ଗୁଡ଼ିକ ହୋମ୍ ଲୋନ୍( ଐକ୍ଟଜ୍ଞର ଖକ୍ଟବଦ୍ଭ)ର ସୁଧ ହାର ବୃଦ୍ଧି କରିପାରନ୍ତି। ଫଳରେ ଋଗଓ ମହଙ୍ଗା ହେବ। ଏହାପୂର୍ବରୁ ଚଳିବର୍ଷ ମେ’ ୪ ଓ ଜୁନ୍ ୮ରେ ଜଈଓ ରେପୋ ରେଟ୍ରେ ମୋଟ୍ ୯୦ ବେସିସ୍ ପଏଣ୍ଟ୍ ବୃଦ୍ଧି କରିଥିଲା। ଫଳରେ ବ୍ୟାଙ୍କଠୁ ଆରମ୍ଭ କରି ହାଉସିଂ ଫାଇନାନ୍ସିଂ କମ୍ପାନୀ ଗୁଡ଼ିକ ହୋମ୍ ଲୋନ୍ର ସୁଧ ହାର ୦.୯୦%ଠୁ ୧.୧୫% ପର୍ୟ୍ୟନ୍ତ ବୃଦ୍ଧି କରିଥିଲେ।
ଏହି ରେପୋ ବୃଦ୍ଧି ଯୋଗୁଁ ଖାଲି ଗୃହ ଋଣ ବୃଦ୍ଧି ନୁହେଁ,ଆପଣଙ୍କ ପର୍ସନାଲ ଲୋନ ଓ ଅଟୋ ରିକ୍ସା ଲୋନ ର ମଧ୍ୟ କିସ୍ତି ବୃଦ୍ଧି ହେବ ବୋଲି ଜଣା ପଡିଛି ଓ
୨୦୧୯ ଅଗଷ୍ଟ ଠାରୁ ଆରବିଆଇ ଦ୍ୱାରା ଏହି ରେପୋ ରେଟ୍ ବୃଦ୍ଧି ହାର ସର୍ବାଧିକ ହୋଇଛି ଓ ୨୦୨୩ ଆର୍ଥିକ ବର୍ଷ ପାଇଁ ଆରବିଆଇ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ପୂର୍ବାନୁମାନକୁ ୭ .୨ % ରଖିଛି। ଆର୍ବିଆଇ ଗଭର୍ଣ୍ଣର କହିଛନ୍ତି ଯେ ମାର୍ଜିନାଲ ଷ୍ଟାଣ୍ଡିଂ ସୁବିଧା (ଏମଏସଏଫ) ଏବଂ ବ୍ୟାଙ୍କ ଦର ୫ .୧୫ % ରୁ ୫ .୬୫ % କୁ ବୃଦ୍ଧି କରାଯାଇଛି।




