ଆରବିଆଇର ୧୦୭୦ କୋଟି ଟଙ୍କା ଧରି ଯାଉଥିବା କଣ୍ଟେନର ଟ୍ରକ୍ ବ୍ରେକଡାଉନ୍ , ୭୦ରୁ ଅଧିକ ପୁଲିସ ଗାଡ଼ିକୁ ଜଗିଛନ୍ତି
ଦୂଆଦିଲ୍ଲୀ: ରିଜର୍ବ ବ୍ୟାଙ୍କରୁ ୧୦୭୦ କୋଟି ଟଙ୍କା ଧରି ୨ଟି କଣ୍ଟେନର ଟ୍ରକ୍ ଚେନ୍ନାଇରୁ ଭିଲୁପୁରମ ଯାଉଥିବାବେଳେ ବାଟରେ ଗୋଟିଏ ଗାଡ଼ି ତମ୍ବାରମ ନିକଟରେ ବ୍ରେକ୍ଡାଉନ୍ ହୋଇଯାଇଛି। ଫଳରେ ୨ଟି ଯାକ ଗାଡ଼ି ଜାତୀୟ ରାଜପଥରେ ଫଶି ଯାଇଛନ୍ତି। ଗାଡ଼ିରେ ୧ ହଜାରରୁ ଅଧିକ କୋଟି ଟଙ୍କା ଥିବାରୁ ୭୦ ପୁଲିସ ଅଫିସର ଗାଡ଼ିକୁ ଜଗି ରହିଥିଲେ। ସୁରକ୍ଷା କାରଣ ପାଇଁ ଆହୁରି ଅଧିକ ପୁଲିସଙ୍କୁ ଡକାଯାଇଛି। ଜାଣିବାକୁ ମିଳିଛି ଯେ ଗାଡ଼ିଟିକୁ ସିଦ୍ଧ ଇନଷ୍ଟିଚ୍ୟୁଟ୍ ନିଆଯାଇଛି। […]
ଦୂଆଦିଲ୍ଲୀ: ରିଜର୍ବ ବ୍ୟାଙ୍କରୁ ୧୦୭୦ କୋଟି ଟଙ୍କା ଧରି ୨ଟି କଣ୍ଟେନର ଟ୍ରକ୍ ଚେନ୍ନାଇରୁ ଭିଲୁପୁରମ ଯାଉଥିବାବେଳେ ବାଟରେ ଗୋଟିଏ ଗାଡ଼ି ତମ୍ବାରମ ନିକଟରେ ବ୍ରେକ୍ଡାଉନ୍ ହୋଇଯାଇଛି। ଫଳରେ ୨ଟି ଯାକ ଗାଡ଼ି ଜାତୀୟ ରାଜପଥରେ ଫଶି ଯାଇଛନ୍ତି। ଗାଡ଼ିରେ ୧ ହଜାରରୁ ଅଧିକ କୋଟି ଟଙ୍କା ଥିବାରୁ ୭୦ ପୁଲିସ ଅଫିସର ଗାଡ଼ିକୁ ଜଗି ରହିଥିଲେ। ସୁରକ୍ଷା କାରଣ ପାଇଁ ଆହୁରି ଅଧିକ ପୁଲିସଙ୍କୁ ଡକାଯାଇଛି। ଜାଣିବାକୁ ମିଳିଛି ଯେ ଗାଡ଼ିଟିକୁ ସିଦ୍ଧ ଇନଷ୍ଟିଚ୍ୟୁଟ୍ ନିଆଯାଇଛି। ସିଦ୍ଧ ଇନଷ୍ଟିଚ୍ୟୁଟର ପ୍ରବେଶ ପଥ ବନ୍ଦ କରାଯାଇଛି ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।




