ଆମେରିକା ଗସ୍ତରେ ବାହାରିଲେ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଆମେରିକା ଗସ୍ତରେ ବାହାରିଛନ୍ତି। ଆଜି ସକାଳୁ ମୋଦୀ ନୂଆଦିଲ୍ଲୀରୁ ଆମେରିକା ଅଭିମୁଖେ ଉଡ଼ାଣ ଆରମ୍ଭ କରିଛନ୍ତି। ଆମେରିକାକୁ ଏହା ମୋଦୀଙ୍କର ପ୍ରଥମ ରାଷ୍ଟ୍ରୀୟ ଗସ୍ତ। ମୋଦୀଙ୍କ ଆମେରିକା ଗସ୍ତ ସହ ଭାରତ-ଆମେରିକା ଦ୍ବିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେବ। ଆସନ୍ତାକାଲି ସକାଳେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ନ୍ୟୁୃୟର୍କ ସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଯୋଗ ଦିବସ ଉତ୍ସବରେ ଯୋଗ ଦେବେ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଆମେରିକା ଗସ୍ତରେ ବାହାରିଛନ୍ତି। ଆଜି ସକାଳୁ ମୋଦୀ ନୂଆଦିଲ୍ଲୀରୁ ଆମେରିକା ଅଭିମୁଖେ ଉଡ଼ାଣ ଆରମ୍ଭ କରିଛନ୍ତି। ଆମେରିକାକୁ ଏହା ମୋଦୀଙ୍କର ପ୍ରଥମ ରାଷ୍ଟ୍ରୀୟ ଗସ୍ତ। ମୋଦୀଙ୍କ ଆମେରିକା ଗସ୍ତ ସହ ଭାରତ-ଆମେରିକା ଦ୍ବିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେବ। ଆସନ୍ତାକାଲି ସକାଳେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ନ୍ୟୁୃୟର୍କ ସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଯୋଗ ଦିବସ ଉତ୍ସବରେ ଯୋଗ ଦେବେ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କଥା ହେବେ। ମୋଦୀ ୱାସିଂଟନ୍ରେ ଆମେରିକା କଂଗ୍ରେସରେ ଜଏଣ୍ଟ୍ ସେସନ୍ରେ ଯୋଗ ଦେବେ। ଆସନ୍ତାକାଲି ରାତିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମୋଦୀଙ୍କ ପାଇଁ ରାତ୍ରୀ ଭୋଜନର ଆୟୋଜନ କରିଛନ୍ତି। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ମୋଦୀ ଏବଂ ବାଇଡେନ ଦ୍ବିପାକ୍ଷିକ ଆଲୋଚନା କରିବେ।




