ଆମେରିକାରେ ଭାରତୀୟ ବଂଶୋଦ୍ଭବ ଦମ୍ପତି, ନାବାଳିକା ଝିଅଙ୍କ ରହସ୍ୟଜନକ ମୃତ୍ୟୁ

ନୂଆଦିଲ୍ଲୀ : ଆମେରିକାର ମାସାଚୁସେଟ୍ସରେ ଜଣେ ଭାରତୀୟ ବଂଶୋଦ୍ଭବ ଦମ୍ପତି ଏବଂ ସେମାନଙ୍କ ନାବାଳିକା ଝିଅର ରହସ୍ୟଜନକ ମୃତ୍ୟୁ ହୋଇଯାଇଛି। ନରଫଲ୍କ ଜିଲ୍ଲା ଏଟର୍ଣ୍ଣି ମିସେଲ୍ ମୋରିସି କହିଛନ୍ତି, ରାକେଶ ବର୍ମା (୫୭) ତାଙ୍କ ପତ୍ନୀ ଟିନା (୫୪) ଏବଂ ସେମାନଙ୍କ ୧୮ ବର୍ଷୀୟା ଝିଅ ଆରିଆନାଙ୍କୁ ଗୁଳିମାଡ଼ରେ ମୃତ୍ୟୁ ହୋଇଯାଇଛି। ରେକର୍ଡରୁ ଏହା ଜଣାପଡ଼ିଛି ଯେ ଉକ୍ତ ଦମ୍ପତି ଗତ କିଛି ବର୍ଷ ଧରି ଆର୍ଥିକ ସମସ୍ୟା ସାମ୍ନା କରୁଛନ୍ତି। ପ୍ରାଥମିକ ତଦନ୍ତରୁ ଏହା ଜଣାପଡ଼ିଛି […]

Samaya Live Picture
Published On

ନୂଆଦିଲ୍ଲୀ : ଆମେରିକାର ମାସାଚୁସେଟ୍ସରେ ଜଣେ ଭାରତୀୟ ବଂଶୋଦ୍ଭବ ଦମ୍ପତି ଏବଂ ସେମାନଙ୍କ ନାବାଳିକା ଝିଅର ରହସ୍ୟଜନକ ମୃତ୍ୟୁ ହୋଇଯାଇଛି। ନରଫଲ୍କ ଜିଲ୍ଲା ଏଟର୍ଣ୍ଣି ମିସେଲ୍ ମୋରିସି କହିଛନ୍ତି, ରାକେଶ ବର୍ମା (୫୭) ତାଙ୍କ ପତ୍ନୀ ଟିନା (୫୪) ଏବଂ ସେମାନଙ୍କ ୧୮ ବର୍ଷୀୟା ଝିଅ ଆରିଆନାଙ୍କୁ ଗୁଳିମାଡ଼ରେ ମୃତ୍ୟୁ ହୋଇଯାଇଛି। ରେକର୍ଡରୁ ଏହା ଜଣାପଡ଼ିଛି ଯେ ଉକ୍ତ ଦମ୍ପତି ଗତ କିଛି ବର୍ଷ ଧରି ଆର୍ଥିକ ସମସ୍ୟା ସାମ୍ନା କରୁଛନ୍ତି। ପ୍ରାଥମିକ ତଦନ୍ତରୁ ଏହା ଜଣାପଡ଼ିଛି ଯେ ଅନ୍ୟ କୌଣସି ବାହାର ଲୋକଙ୍କର ଏଥିରେ କିଛି ସମ୍ପୃକ୍ତି ନାହଁଧ । ଏହା ଘରୋଇ ହିଂସା ବୋଲି ଜଣାପଡ଼ିଛି।
.

Tags: