ଆମେରିକାରେ ଗୁଳିକାଣ୍ଡ, ୩ ମୃତ, ଜଣେ ଆହତ
ୱାସିଂଟନ୍: ଆମେରିକାର ୱାସିଂଟନ୍ ଡିସିରେ ଶନିବାର ଗୁଳିକାଣ୍ଡ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ ଏବଂ ଜଣେ ମହିଳା ଅଛନ୍ତି। ଦକ୍ଷିଣପୂର୍ବ ୱାସିଂଟନ୍ର ଆନାକୋଷ୍ଟିଆ ଅଞ୍ଚଳରେ ଏହି ଘଟଣା ଘଟିଛି। ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ଧରି ଆମେରିକାରେ ଗୁଳିକାଣ୍ଡ ଘଟଣା ବୃଦ୍ଧି ପାଇଛି। ଅଗଷ୍ଟ ମାସର ପ୍ରଥମ ୫ ଦିନରେ ଆମେରିକାରେ ଗୁଳିକାଣ୍ଡ ଯୋଗୁଁ ୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। […]
ୱାସିଂଟନ୍: ଆମେରିକାର ୱାସିଂଟନ୍ ଡିସିରେ ଶନିବାର ଗୁଳିକାଣ୍ଡ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ ଏବଂ ଜଣେ ମହିଳା ଅଛନ୍ତି। ଦକ୍ଷିଣପୂର୍ବ ୱାସିଂଟନ୍ର ଆନାକୋଷ୍ଟିଆ ଅଞ୍ଚଳରେ ଏହି ଘଟଣା ଘଟିଛି। ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ଧରି ଆମେରିକାରେ ଗୁଳିକାଣ୍ଡ ଘଟଣା ବୃଦ୍ଧି ପାଇଛି। ଅଗଷ୍ଟ ମାସର ପ୍ରଥମ ୫ ଦିନରେ ଆମେରିକାରେ ଗୁଳିକାଣ୍ଡ ଯୋଗୁଁ ୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଆଜିର ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।




