ଆଫଗାନ ଭୂକମ୍ପ ମୃତ୍ୟୁସଂଖ୍ୟା ୪ ହଜାର ଟପିଲା, ୨ ହଜାର ଘର ମାଟିରେ ମିଶିଗଲା

କାବୁଲ : ଗତ ଶନିବାର ଦିନ ପଶ୍ଚିମ ଆଫଗାନିସ୍ତାନରେ ହୋଇଥିବା ଭୟଙ୍କର ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୪ ହଜାର ଟପିଯାଇଛି। ଭୂକମ୍ପରେ ପାଖାପାଖି ୨ ହଜାର ଘର ମାଟିରେ ମିଶିଯାଇଛି। ଆଫଗାନିସ୍ତାନରେ ଶନିବାର ୨ ଥର ୬.୨ ତୀବ୍ରତାର ପ୍ରଚଣ୍ଡ ଭୂକମ୍ପ ହୋଇଥିଲା। ଏହାପରେ ପଛକୁ ପଛ ୭ ଥର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁଁ ଆଫଗାନିସ୍ତାନରେ ପ୍ରାୟ ୨୦ଟି ଗ୍ରାମରେ ୧୯୮୦ରୁ ୨ ହଜାର ଘର ଭାଙ୍ଗି ଯାଇଛି। ୩୫ ରିଲିଫ୍‌ ଶିବିରରୁ […]

Samaya Live Picture
Published On

କାବୁଲ : ଗତ ଶନିବାର ଦିନ ପଶ୍ଚିମ ଆଫଗାନିସ୍ତାନରେ ହୋଇଥିବା ଭୟଙ୍କର ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୪ ହଜାର ଟପିଯାଇଛି। ଭୂକମ୍ପରେ ପାଖାପାଖି ୨ ହଜାର ଘର ମାଟିରେ ମିଶିଯାଇଛି। ଆଫଗାନିସ୍ତାନରେ ଶନିବାର ୨ ଥର ୬.୨ ତୀବ୍ରତାର ପ୍ରଚଣ୍ଡ ଭୂକମ୍ପ ହୋଇଥିଲା। ଏହାପରେ ପଛକୁ ପଛ ୭ ଥର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁଁ ଆଫଗାନିସ୍ତାନରେ ପ୍ରାୟ ୨୦ଟି ଗ୍ରାମରେ ୧୯୮୦ରୁ ୨ ହଜାର ଘର ଭାଙ୍ଗି ଯାଇଛି। ୩୫ ରିଲିଫ୍‌ ଶିବିରରୁ ମୋଟ୍‌ ୧ ହଜାରରୁ ଅଧିକ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଆଫଗାନିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ମହମ୍ମଦ ହାସନ ଅଖୁନ୍ତ ସୋମବାର ଦିନ ଏକ ପ୍ରତିନିଧି ଦଳ ସହ ହେରତ ପ୍ରଦେଶର ପ୍ରଭାବିତ ଅଞ୍ଚଳ ବୁଲିଛନ୍ତି।

Tags: